STORYMIRROR

Manas Ranjan Pattanayak

Others

3  

Manas Ranjan Pattanayak

Others

କାଳିଆ ସାଆନ୍ତ-ଭାଗ ୨୫

କାଳିଆ ସାଆନ୍ତ-ଭାଗ ୨୫

1 min
851


କାଳିଆ ସାଆନ୍ତ (ଭାଗ ୨୫)

--------------------------

ନବକଳେବର ପାଇଁ ଦାରୁ ଖୋଜା ପଡେ


ଯେବେ ଆସିଥାଏ ପରା ଦିଯୋଡା ଆଷାଢେ


ଧନ୍ୟ କମନୀୟ ଲୀଳା ହେ ଜଗତନାଥ


ଗୁଣ୍ଡିଚା ମନ୍ଦିର ଯାଏ ଚଢ଼ି ସିଏ ରଥ


ମୁଁ ଭାସଇ ଅଥଳରେ ପାଉନି କିନାରା


ମୋ କାଳିଆ ସାଆନ୍ତକୁ ନିତି ଭାବେ ପରା


-----------------------------------

ମାନସ ରଞ୍ଜନ ପଟ୍ଟନାୟକ

ସଂପାଦକ -ମାଟିର ମହକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍