STORYMIRROR

Manas Ranjan Pattanayak

Others

3  

Manas Ranjan Pattanayak

Others

କାଳିଆ ସାଆନ୍ତ (ଭାଗ-୧୯ )

କାଳିଆ ସାଆନ୍ତ (ଭାଗ-୧୯ )

1 min
702




ତୁମକୁ ସପନେ ଦିନେ ଦେଖିଛି ଠାକୁର


ଶଙ୍କା ଆଶଙ୍କାରେ ଦେହ ହେଲା ଥରହର


ଦେବ ଦୁର୍ଲଭ ରୂପକୁ ଦରଶନ କଲି


ପାଦତଳେ ଲୋଟିପଡ଼ି ମୁଣ୍ଡିଆ ମାରିଲି


କାଳିଆ ସାଆନ୍ତ ଯଦି ଦୟା ନକରିବ


ଅକାଳରେ ମରିଗଲେ କି ଲାଭ ପାଇବ

**********************

ମାନସ ରଞ୍ଜନ ପଟ୍ଟନାୟକ

ସଂପାଦକ -ମାଟିର ମହକ

ନିମବସନ୍ତ,ହରିରାଜପୁର,ଜଟଣୀ,ପୁରୀ -୭୫୨୦୫୦


Rate this content
Log in