STORYMIRROR

Manas Ranjan Pattanayak

Others

2  

Manas Ranjan Pattanayak

Others

କାଳିଆ ସାଆନ୍ତ (ଭାଗ ୧୭)

କାଳିଆ ସାଆନ୍ତ (ଭାଗ ୧୭)

1 min
165



*******


ଧରରତ୍ନ ମାଗୁନାହିଁ ମାଗୁନାହିଁ ଜନ


ତୁମ ଶ୍ରୀଚରଣେ ସଦା ରହୁ ମୋର ମନ


କି କାରଣେ ଭୋଗୁଅଛି ନରକ ଯନ୍ରଣା


କରମ କରୁଛି ହେଲେ ମିଳେନି ପାଉଣା


କାଳିଆ ସାଆନ୍ତ ମୋର ରହିଅଛ ସାକ୍ଷୀ


ଅଥଳ ଜଳେ ଭାସୁଛି ରଖ ଚକାଆଖି


++++++++++++++++

ମାନସ ରଞ୍ଜନ ପଟ୍ଟନାୟକ

ସଂପାଦକ -ମାଟିର ମହକ


Rate this content
Log in