STORYMIRROR

ତ୍ରିନାଥ ନନ୍ଦୀ

Others

3  

ତ୍ରିନାଥ ନନ୍ଦୀ

Others

ହେ କାଳିଆ ତୁତ ବଡ଼ ଭାବ ବିନୋଦିନୀ

ହେ କାଳିଆ ତୁତ ବଡ଼ ଭାବ ବିନୋଦିନୀ

1 min
241


ହେ କାଳିଆ ତୁତ ବଡ଼ ଭାବ ବିନୋଦିଆ ,

ହେ କାଳିଆ ତୁତ ବଡ଼ ଭାବ ବିନୋଦିନୀ ।।


   ଭୋକିଲା ଭକ୍ତ ପାଶେ ତୁତ ବଡାଇ ଦେଉ,

   ମୁଠାଏ ଅଭଡ଼ା ସାଥେ ବେସର ମହୁର କେହୁ ।।


ମନ ମୋର ଟାଣି ହୋଇଯାଏ ତ ବଡଦାଣ୍ଡ ପାସେ,

ହସ୍ତ ମୋର ଉଠିଯିଏ ମହାବାହୁ ଜୟ ଜଗନ୍ନାଥ ନାମ ରସେ,


   ହେ କାଳିଆ ତୁତ ବଡ଼ ଭାବ ବିନୋଦିଆ ,

   ହେ କାଳିଆ ତୁତ ବଡ଼ ଭାବ ବିନୋଦିଆ ।।


କୋମଳ ମନରେ ମୋର ଛପି ରହିଯାଏ ସ୍ୱର୍ଣ୍ଣ ଚକା ଆଖି ତୋର, 

କଳାମୁଖ ତୋର ଦରଶନ ପାଇଁ ବ୍ୟାକୁଳ ହୋଇଉଠେ ମୋ ଛାତି ।।


 ହେ କାଳିଆ କେବେ ମିଳିବ ତୋର ଦରଶନ,

 ମହାବାହୁ ଜୟ ଜଗନ୍ନାଥ ନାମ ତୁଣ୍ଡେ କରିବି କୀର୍ତ୍ତନ ।।


ହେ କାଳିଆ ତୁତ ବଡ଼ ଭାବ ବିନୋଦିଆ ,

ହେ କାଳିଆ ତୁତ ବଡ଼ ଭାବ ବିନୋଦିଆ ।।


  ଭକ୍ତ ମନ ଜିଣି ତୁତ ବାଣ୍ଟିଦେଉ ସରଗ ଭୂଇଁ,

  ଭକତି ଡାକ ଶୁଣି ତୁତ ଧାଇଁ ଆସୁ ଭକତ ମନ ଛୁଇଁ,

  ସୁଖ ବାଣ୍ଟି ଦେବା ପାଇଁ ।।


ହେ କାଳିଆ ତୁତ ବଡ଼ ଭାବ ବିନୋଦିଆ ,

ହେ କାଳିଆ ତୁତ ବଡ଼ ଭାବ ବିନୋଦିଆ ।।



Rate this content
Log in