Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Ranjan Parida

Others

2  

Prakash Ranjan Parida

Others

ହାୟ

ହାୟ

1 min
6.8K



ଏଇଠି କେଉଁଠି ଥିଲା

ମୋ ଘର ଅଗଣା, ତୂଳସୀ ଚଉଁରା

ଅଜାଣତେ ହଜିଗଲା

ଯାବତ୍ ବିପତ୍ତିକୁ ପଛ କରି ଠିଆ ହୋଇଥିବା

ମୋ ସରଗ, ମୋ ଘର ।

ମୁଁ କି ଜାଣିଥିଲି ମୋ ବିଶ୍ୱାସର ଶେଷ ସ୍ତମ୍ବଟି ଘୁଣଖିଆ ଖୁଣ୍ଟପରି

ଏମିତି ମାଟିରେ ମିଶି ମାଟି ହୋଇଯିବ,

ହଜାର ଘର ନଥିବା ମଣିଷଂକ ମେଳରେ

କୋଉ ମିଶି ପାରିବି ଯେ ?

କଏ ଦୟାରେ ଯାଚି ଦେବ ଆଶ୍ରୟ ।

ଘୁରିଲି ଗାଁରୁ ସହର

ଭାବି ନେଲି ଏଇ ପୃଥିବୀ ମୋ ଘର

ତ' ଭୁଲିଗଲି ଘର ଗଢ଼ିବାର କୌଶଳଜାଣି ଜାଣି ହଜେଇଲି ସଂସାର ଗଣିତର ସୁତ୍ର ।।

...

Email:litp.ranjan@gmail.com


Rate this content
Log in