STORYMIRROR

Alok Kumar Ray

Others

2  

Alok Kumar Ray

Others

ଗୋଲାପ

ଗୋଲାପ

1 min
334



ଗୋଲାପି ସଂଜରେ

ଗୋଲାପି ନିଶାରେ

ଗୋଲାପ ଦେଲି ମୁଁ

ରଖିବ ଯତନେ


ଗୋଲାପି ମନରେ

ଗୋଲାପି ଓଠରେ

ଗୋଲାପ ସମ ମୁଁ

ରଖିବ ସମ୍ମାନେ


ଗୋଲାପି ସ୍ୱପ୍ନରେ

ଗୋଲାପି ନିଦରେ

ଗୋଲାପ ଟିଏ ମୁଁ

ରଖିବ ମଥ।ନେ


ଗୋଲାପି ଭାଷାରେ

ଗୋଲାପି ବାସ୍ନାରେ

ଗୋଲାପ ଇଛେ ମୁଁ

ରଖିବ ସ୍ବସ୍ଥାନେ


ସ . ସଂ. @ ଆଲୋକ କୁମାର ରାୟ,

କେନ୍ଦ୍ରାପଡା । ୨୦୧୯


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍