STORYMIRROR

Satyaprakash Sethy, M. A(UGC NET)

Others

4  

Satyaprakash Sethy, M. A(UGC NET)

Others

ଦୀପାବଳୀ

ଦୀପାବଳୀ

1 min
326

ଦୀପାବଳୀ ଆଜି ଅମାବାସ୍ୟା ତିଥି

ପାଳିତ ହେବରେ ଏଠି

ଜଳିବ ଦୀପାଳି ଲାଗିବ ଉତ୍ସବ

ହେବ ବାଣ ଫୁଟାଫୁଟି।।

ପିଲାଏ କରିବେ ନିଆଁ ଗୋଳ କେତେ

ଖୁସିର ପରବ ପାଳି

ଯଗାରଖା ଟିକେ କରୁଥିବା ଆମେ

ମିଛେ ନାଇଁ କଲା ଭଳି।।

ମିଷ୍ଟାନ୍ନ ବାଣ୍ଟିବା ସଖା ପରିଜନେ

ମଙ୍ଗଳ କାମନା କରି

ଭେଦଭାବ ସବୁ ଭୁଲି ଯାଅ ବନ୍ଧୁ

ମନରେ ଗର୍ବ ନଧରି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍