ବରଷା
ବରଷା
1 min
775
ସଭିଏଁ ପଚାରନ୍ତି ମତେ
ବରଷାଟା ମତେ ଏତେ ଭଲ ଲାଗେ କାଇଁ
ଲାଗିବନି କେମିତି ଯେ
ଏଇ ବରଷା ପା' ଆଣିଥିଲା ମୋ ପ୍ରିୟତମଙ୍କୁ ମୋ ଜୀବନେ ନେଇ...
