STORYMIRROR

Prakash Ranjan Parida

Others

3  

Prakash Ranjan Parida

Others

ଆବାହନୀ

ଆବାହନୀ

1 min
13.8K



ଏବେ ତ'

ମର୍ତ୍ତ୍ୟ ଭୂଇଁକୁ ଓହ୍ଲାଇ ଆସିଛି

କାହିଁ କେତେ ମହାର୍ଘ ମୁହୂର୍ତ

ନଦୀ ପଠାରେ କାଶତଣ୍ଡୀ ପାଳୁଛି ପ୍ରୀତିର ପାର୍ବଣ ତ'

ଏଠି ମାଆ ଦଶଭୂଜାଂକ ପାଇଁ

ଅଗଣିତ ହୃଦୟର ଭକ୍ତି ତର୍ପଣ,

ଅଶିଣ ଆକାଶେ ତୋଫା ତୋଫା ଜହ୍ନର ରୋଷଣୀ

ପୁଣି ଥରେ ଉଭା ହୁଅ ମାଆ ଦୂର୍ଗତୀ ନାସିନୀ ।

ବିନାଶ କର ସମାଜୁ ମହିଷା, ଶୁମ୍ଭ, ନିଶୁମ୍ଭ ମାନଂକୁ

ପ୍ରତିଷ୍ଟା କରି ଶାନ୍ତିର ସାମ୍ରାଜ୍ୟ

ସକଳ ଦୁଃଖ ହେଉ ଦୁର ।।


विषय का मूल्यांकन करें
लॉग इन