ବୋଉର ବିକଳ୍ପ ନାହିଁ . କୁହନ୍ତି ମାଆ ନାହିଁ ଯାହାର, ସାହା ନାହିଁ ତାହାର . ଏ କବିତା ମୋ ବୋଉ ପାଇଁ..........
ଶତ ଦୋଷ ଭୁଲି ମୋର ଢାଙ୍କି ଦେଉ ଅଭୟ ପଣତେ ସେ ପଣତେ ଝାଡ଼ିଦେଉ ପାପ ମୋର ଏଇ ଜୀବନର, ମୋର ପୁଣ୍ୟ ଫଳ ଯେତେ, ହେ ଈଶ୍ୱର ସମ୍ପୁଛି ମୁଁ ପଦେ...
ତୋହରି ସେନେହ ପ୍ରକୃତିର ସମ ସର୍ତ୍ତହୀନ ନିର୍ଭେଜାଲ ଦୁନିଆରେ କେହି ହୋଇ ପାରିବନି ମାଆଟିର ସମତୁଲ।
ଆଉ, ବେଗେ ଆସିଗଲା କାଉ ଖୁସିରେ ଖାଇଲା ଲାଉ କହିଲା ତୁମେ ମୋ ବୋଉ ।
ସାଇତି ରଖିଥାଏ ମିଠା ଉଖୁଡା ମିଠା ମୁଢି ମୁଆଁ ଲୁଚାଇ ରଖିଥାଏ।