STORYMIRROR

ସୁଖ, ଦୁଃଖ ...

“ ସୁଖ, ଦୁଃଖ ଭିତରେ ଖୁବ୍ ସୁନ୍ଦର ବୁଝାମଣା ରହିଛି । ସୁଖ ଯେବେ ଜୀବନର ହାତ ଛାଡିଦିଏ ,ଦୁଃଖ ତା ହାତ ଧରିନିଏ ।ଦୁଃଖ ଛାଡିଦେଲେ , ସୁଖ ଧରିନିଏ ତା ହାତ । ଜୀବନ କେବେ ବି ଏକା ରୁହେନି । ”

By Kalyani Nanda
 189