STORYMIRROR
...
...
...
“
ପ୍ରେମ
ପ୍ରେମ ବିନା ଯଦି ଜୀବନ ଅଲୋଡା
ସେ ଅଲୋଡା ପଣରେ ବଞ୍ଚିବା ଭଲ
ପ୍ରେମ କରି ଯଦି ପ୍ରତାରଣା ମିଳେ
ସେ ପ୍ରେମରେ ଅଛି କି ଅବା ମୂଲ୍ୟ ।
ମମତା ମଞ୍ଜରୀ ଦାସ ,କଟକ
”
79
More english quote from Mamatamanjari Das
Similar english quote from Abstract
Download StoryMirror App