STORYMIRROR
ଏକ...
ଏକ ସୂତ୍ରେ ଯହିଁ...
ଏକ ସୂତ୍ରେ...
“
ଏକ ସୂତ୍ରେ ଯହିଁ ବନ୍ଧା ହୋଇ ଥାଏ
ସ୍ନେହ ,ମମତା ,ପ୍ରେମର ଡୋର
ବଡକୁ ସମ୍ମାନ ସାନଙ୍କୁ ଆଦର
ମିଳୁଥାଏ ନିରନ୍ତର
ବୈକୁଣ୍ଠ ସମାନ ଲାଗେ ସେହିଘର
ସେଇଟା ହିଁ ପରିବାର ।
ମମତା ମଞ୍ଜରୀ ଦାସ ,କଟକ
”
95
More english quote from Mamatamanjari Das
Similar english quote from Abstract
Download StoryMirror App