Audio

Forum

Read

Contests

Language


Write

Sign in
Wohoo!,
Dear user,



Pramod Pradhan  


ସ୍ୱାଭିମାନ

Others

  କାହା ଚକ୍ରବ୍ୟୁହକୁ ଖାତିର ନକରି ଉଜ୍ଜୀବିତ କର ନିଜର ବୁଦ୍ଧି-ବିବେକ, ପ୍ରଶମିତ କର ଅଭିମାନକୁ, ନିଃଶ୍ୱାସର ମୁଣ୍ଡ ଟେକି ଚାଲୁଥାଉ ଅହରହ ସ୍ୱାଭିମାନ ।



1    13.6K 6

ସଫେଦ୍ ଗାଲିଚା

Others

ତୁମ ଅଦୃଶ୍ୟ ଚୁମ୍ବନକୁ ମାପକାଠି କରି ବୁଣୁଛି ଏବେ ବେଣୁରେ ମୁଁ ଗୋଟେ ସାତରଙ୍ଗୀ ନିର୍ବାକ୍ ଦହନର ସଫେଦ୍ ଗାଲିଚା ।



1    6.9K 7

ଖପରା

Others

ଓଳିତଳୁ ଦୂରରୁ ମୁଁ ଦେଖୁଥିଲି ତୁମକୁ ଉପଭୋଗ ବି କରୁଥିଲି ସେଇ ସୁନ୍ଦର ମୁହୂର୍ତ୍ତକୁ କାହିଁକି କେଜାଣି !



1    6.9K 4

ବର୍ଷାଛିଟା

Romance

ବର୍ଷାଟା ଦେଇଦେଲା ବଡ଼ ଧୋକା ସେଠି ତୁମେ ବି ଏକା ଏଠି ମୁଁ ବି ବୋକା ବୋକା ବି ଆମ କଟକ ସହର, ବର୍ଷାଦିନ ଆସିଲେ... ନଳାପାଣି, ପଙ୍କ-କାଦୁଅ ମଶା, ମାଛି, ଡାଆଁସଙ୍କୁ ନେଇ ଚାଲୁଥାଉ ବିରହରେ ପ୍ରିୟାପ୍ରୀତି ବେପାର ।



1    6.7K 5

ସ୍ୱୀକାରୋକ୍ତି

Others

ତୁଳାଭିଣା ଅନ୍ତର୍ଦାହରେ ଜିଇଯିବା କାହାପାଇଁ, ଖାଲି ଗୋଟେ ଚୁକ୍ତି ନିଃଶ୍ୱାସ ବି ଖୋଜେ ବିଶଲ୍ୟକରଣୀ ବିଷର ପୁଷ୍କରିଣୀରେ... ଜୀବନଟା ଗୋଟେ ସ୍ୱୀକାରୋକ୍ତି ।



1    6.5K 1

ଶ୍ରଦ୍ଧାଞ୍ଜଳି

Others

ଧରାପୃଷ୍ଠ ବିଦୀର୍ଣ୍ଣ, ବିବର୍ଣ୍ଣ ମାନବର ଦାନବ ପଟାଳି ଅସ୍ତାଚଳୁ ଅସ୍ଥି ତୋଳି ଲହୁବକ୍ଷେ ଲୁହଧାରେ ଶ୍ରଦ୍ଧାଞ୍ଜଳି ।



1    14.1K 3

ସମାଧି

Romance

ତୋ...ମୋ... ସମ୍ପର୍କ ତ ସବୁବେଳେ ମାଧୁରିମା ନୀଳଧି... ମାଟିମଟାଳ ଧାରେ ହରାଭରା ପରିଧି ଲୁହଝରା ଅବଧିରେ ... ହସଚୋରା ସମାଧି ।



1    6.7K 2

ରକ୍ତଦାନ

Others

ଆସ ଆମେ ସବୁ ମିଶିଯିବା ହାତରେ ହାତ ଥାପି ହୃଦୟକୁ ଚୁମିଚୁମି ନେବା ବଜ୍ରଶପଥ ସମ୍ପର୍କର ଅନ୍ତରାଳେ... ରକ୍ତଦାନ ମହାପୁଣ୍ୟ ତିଳେ ମାତ୍ର ହେବାନି ବିପଥେ ବିବ୍ରତ ।



1    13.4K 7

ନାରୀ... ସେ ତ ନିଃଶ୍ୱାସର ଡୋରି

Romance

ପ୍ରଥମ ସ୍ପର୍ଶ ସେ ଜନ୍ମର ସ୍ୱତ୍ୱଧାରୀ ଯୌବନର ଜ୍ୟୋତ୍ସ୍ନା ଝରି କରୁଣାର କୋମଳ କାଳଜୟୀ ପାଚେରି ଜୀବନର ଚଲାପଥେ ମୃତ୍ୟୁର ଶେଷ ଯାଏ ନାରୀ... ସେ ତ ନିଃଶ୍ୱାସର ଡୋରି ।



1    6.4K 4

ମୋହିନୀ ମନ୍ତ୍ର

Others

ସବୁ ଏଠି ସମ୍ଭବରେ ମଦନା ଖାଲି ଯଦି ତୁ... ଟିକେ ଧ୍ୟାନ ଦେବୁରେ ନିମିଷକେ ନର୍କ ବି ଆଖି ମାରୁଥିବ ଆଉ ତୁ ପହଁରୁଥିବୁ ଡେଣା ବିସ୍ତାରି ।



1    13.2K 5

ଲେଖିବିନି କବିତା

Others

କାଗଜ-କଲମରେ ଶବ୍ଦକୁ ହରେଇ ହରେଇ ହାରିଗଲି ଭିତରେ ଭିତରେ ଲେଖିବାର ଇଚ୍ଛାକୁ ମାରିଦେଲି ଆଉ କ’ଣ ବାକି ରହିଲା ଯେ ବୁଝେଇବାକୁ ? ମୋ ପାଇଁ ବରଂ ଭଲ... ଏବେ ନିଜକୁ ନିଜେ କବିତାଠୁ ଦୂରେଇବି ନହେଲେ କବିତାକୁ ହରେଇବି ।



1    6.4K 3

ଦୁଇ ନେତ୍ର ଯଦି ହୁଅନ୍ତା ଦି’ଫାଳ

Others

ମୋ ଦୁଇ ନେତ୍ର ଯଦି ହୁଅନ୍ତା ଦି’ଫାଳ ଫାଳେ ନେତ୍ରୁ ଝରୁଥାନ୍ତା ଅବିରତ ନୀଳାଶ୍ରୁ, ଆରଫାଳୁ ବର୍ଷୁଥାନ୍ତା ଅହରହ ଆଗ୍ନେୟ କଲ୍ଲୋଳ !



1    20.1K 5

ଡେଙ୍ଗୁ

Others

ବଞ୍ଚିବାକୁ ଯଦି ରଖିଛ ଆସ୍ଥା, ଦୂଷିତ ନକରି... ନିଜ ଦାଣ୍ଡବାଡ଼ି ପରିବେଶ ସଫା କରିବାକୁ ନିଜେ କର ବ୍ୟବସ୍ଥା, ନୋହିଲେ ମୃତ୍ୟୁକୁ ହାତଠାରି ଡାକୁଥିବ ମଣିଷର ଦୁର୍ଦ୍ଦିନ ଅବସ୍ଥା !



1    13.8K 7

ଚିତାଗ୍ନି

Others

ବୟସକୁ ଆୟୁଷରେ ଝୁଣି, ପାଣିରୁ ପବନକୁ ଛାଣି, ପବନ ଉଡ଼େ... ମହାଶୂନ୍ୟକୁ ଭେଦି ପୁଣ୍ୟ ଗଣ୍ଠିଲିରେ, ଢଳଢଳ ଛଳଛଳ ନିରବ ନିଶ୍ଚଳ ଚିରକାଳ, ସମର୍ପିତ ନଶ୍ୱର, ଧୁ’ଧୁ’... ଚିତାଗ୍ନିରେ !



1    19.9K 6

ବିଡ଼ମ୍ବନା

Romance

ପ୍ରେମରେ ପ୍ରବଞ୍ଚନା, ନିମିଷେ କରେ କେତେ ଆନମନା, ସଞ୍ଚରିଯାଏ ଏଇ ଆମ ଶିରା-ପ୍ରଶିରାରେ ବିଡ଼ମ୍ବନା ଆଉ ବିଡ଼ମ୍ବନା !



1    19.9K 5

ଭୂସ୍ୱର୍ଗ

Others

ମୟୂର ବି ତୋଳେ ଉଷ୍ଣ ଅନୁରାଗ ପ୍ରଣୟ ତୃଷ୍ଣାରେ... କାଶତଣ୍ଡି ଚୋରେଇନିଏ ଶରତ ବେହାଗ, ଅନନ୍ତର ସୃଷ୍ଟିଧାରେ ଧରଣୀ ଭୂସ୍ୱର୍ଗ !



1    20.1K 4

ବାପା

Others

ଆୟୁଷ ଅନ୍ତରାଳେ ତୁମେ ନିଃଶ୍ୱାସର ଅମୃତ ପ୍ରହରୀ ଇହକାଳେ ପରକାଳେ ତୁମେ ତ ଲହରୀ ମଥାରେ ସଦା ଆଶିଷ ଝରୁଥାଉ ବାପା ତୁମ ପାଦେ ଏତିକି ଗୁହାରି ।



1    13.0K 4

ଅନ୍ତରେ ଅନ୍ତରେ ମରୁଛି

Others

ସକାଳ ଉଡୁଛି, ବୁଡୁଛି ସଞ୍ଜ ସଞ୍ଜ ହାତ ଧରି ଯୋଡୁଛି ଅନ୍ଧାର ଅମୃତର ଧାରେ ବିଷ କରେ ରେରେକାର କେତେ ନିଷ୍ଠାପର ଆଜି ଜ୍ଞାନର ଭଣ୍ଡାର ? ତୁମ କଥା ମୋତେ ଜଣା ନାହିଁ କିଛି ମୁଁ ତ ଅନ୍ତରେ ଅନ୍ତରେ ମରୁଛି ।



1    13.8K 4

ଅକ୍ଷତ ଶୀତ

Others

ଅସ୍ତଗାମୀ ଗୋଧୂଳି ନୀଡ଼ମୁଖୀ କାକଳି କଅଁଳିଉଠେ ଶୀତରେ ମହାବୃତ୍ତ ଠାଉଠାଉ ଓଠ ଓଠରେ ଶୀତଳ ଅମୃତ ଏଇ ତ ମହାସ୍ରୋତ ଅକ୍ଷତ ଶୀତ !!



1    6.5K 1

ଅଢ଼େଇ ହାତର ଭୂମି

Others

ଉଠ କଙ୍କାଳ, ଜାଗ କଙ୍କାଳ        ଆଉ ରକ୍ତ ନଯାଉରେ ଥମି, କ୍ରାନ୍ତିର ଦିହୁଡ଼ି-ତଳେ କମ୍ପିଉଠେ        ଅଢ଼େଇ ହାତର ଭୂମି !



1    19.3K 6

ଆଉଥରେ ଭେଟିବାକୁ

Others

ଏମିତି ତ ଅନେକ କିଛି ଘଟେ ଘୋର ଅରଣ୍ୟରେ ମଲାଘାସ ଗାଲିଚାରେ ସମୟର ବାଟ ଲମ୍ବିଯାଏ, କ୍ଷଣଭଙ୍ଗୁର କାହା ପାଦଚିହ୍ନକୁ ବିବର୍ଣ୍ଣ ବସନ୍ତର ଅକ୍ଷାଂଶ ଦ୍ରାଘିମାରେ ଆଉଥରେ ଭେଟିବାକୁ ।



1    19.5K 7

ଅପହର୍ତ୍ତା

Others

ହେ ସୁଧିବୃନ୍ଦ, ଦେଶର ଭାଗ୍ୟବିଧାତା,  ସମୟର କଷଟିରେ ମୁହଁ ଖୋଲି, ଦିଅ ବାର୍ତ୍ତା, ଆଉ ଡେରି କିଆଁ...? ଜାଳିଦିଅ ନିଆଁ କଳଙ୍କିତ ପୃଷ୍ଠେ, ଇତିହାସ ପୃଷ୍ଠାରୁ ଲିଭିଯାଉ ଅପହର୍ତ୍ତା !



1    13.6K 2

ବର୍ଷା ଶ୍ରାବଣର

Romance

ଆସ ! ବର୍ଷାରେ ଭିଜିଯିବା ଭିଜିଭିଜି ମଜ୍ଜିଯିବା ହଜିଯିବା........ ବର୍ଷା ଭିଜା ଖସରା ରାସ୍ତାରେ ।



1    13.5K 4