Jharana Pradhan
Literary Captain
12
Posts
4
Followers
1
Following
ମଣିଷ ସବୁଦିନ ଘଟି ଯାଉଥିବା ଘଟଣାରୁ, କିଛି କଥା ମନ ଭିତରେ ହିଁ ସ୍ମୃତିର ପେଡିରେ ସାଇତି ରଖିଦିଏ। ମୁଁ ଲେଖିକା ତ ନୁହେଁ କିନ୍ତୁ ସେହି ଅକୁହା ମନକଥାକୁ ସାଉଁଟି ସମାଜ ଆଗରେ ଉପସ୍ଥାପନ କରି ଚେଷ୍ଟା କରୁଚି ପାଠକ ମାନଙ୍କ ମନରେ ଏକ ସକରାତ୍ମକ ଭାବନା ଜାଗ୍ରତ କରିବା ପାଇଁ।
🖋️ ଝରଣା ପ୍ରଧାନ। ୨୫.୦୫.୨୦୨୩।
ପ୍ରକାଶିତ ପୁସ୍ତକ:
1. ବସୁନ୍ଧରା ର ମନକଥା... Read more
ମଣିଷ ସବୁଦିନ ଘଟି ଯାଉଥିବା ଘଟଣାରୁ, କିଛି କଥା ମନ ଭିତରେ ହିଁ ସ୍ମୃତିର ପେଡିରେ ସାଇତି ରଖିଦିଏ। ମୁଁ ଲେଖିକା ତ ନୁହେଁ କିନ୍ତୁ ସେହି ଅକୁହା ମନକଥାକୁ ସାଉଁଟି ସମାଜ ଆଗରେ ଉପସ୍ଥାପନ କରି ଚେଷ୍ଟା କରୁଚି ପାଠକ ମାନଙ୍କ ମନରେ ଏକ ସକରାତ୍ମକ ଭାବନା ଜାଗ୍ରତ କରିବା ପାଇଁ।
🖋️ ଝରଣା ପ୍ରଧାନ। ୨୫.୦୫.୨୦୨୩।
ପ୍ରକାଶିତ ପୁସ୍ତକ:
1. ବସୁନ୍ଧରା ର ମନକଥା (୨୦୨୧)
2. ସେହି ଅକୁହା ପ୍ରେମ କାହାଣୀ (୨୦୨୨)
3. ପରିଚୟ (୨୦୨୩)
ସହ ଲେଖକଙ୍କ ସହ:
1. ପ୍ରତିଲିପି କାହାଣୀ ସଂଗ୍ରହ
(କାହାଣୀ- ବସୁନ୍ଧରା ର ମନକଥା)
2. ଟୁଆଁ ଟୁଇଁ
(କାହାଣୀ- ବୁଟୁଲୁ ର ସିଲମ୍ବମ ଶିକ୍ଷା, ବିଶ୍ୱାସ)
3. ସଙ୍ଘର୍ଷ ର ବେଳା ଭୂମି ଏଇ ତ ଜୀବନ
(କାହାଣୀ- ଭାଇର ସନ୍ତକ)
4. ତିତିକ୍ଷା
(କାହାଣୀ- ଏକ ନୂତନ ଆରମ୍ଭର ବିଶ୍ୱାସ)
5. ଜୀଅନ୍ତା ଶବ
(କାହାଣୀ- ଅସରାଏ ସ୍ୱପ୍ନ)
କଥା କୁହା ଚିଠି (କାହାଣୀ- ଗୋବିନ୍ଦ ଙ୍କୁ ଚିଠି) Read less
Share with friends