Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#MyDadMyHero

SEE WINNERS

Share with friends

ପିତୃ ଦିବସ ଆମ ପରମ୍ପରା ଓ ସଂସ୍କୃତିର ଏକ ମହତ ପର୍ବ । ଏହି ଦିନ ଆମେ ପିତାଙ୍କ ଭଲପାଇବା ଓ ଏକ ପ୍ରେମପୂର୍ଣ୍ଣ ବନ୍ଧନକୁ ପାଳନ କରନ୍ତି । ଏହା ଏକ ଏମିତି ଦିନ, ଯେଉଁଦିନ ଆମେ ଆମ ପରିବାରର ମେରୁଦଣ୍ଡକୁ ସମ୍ମାନ କରିଥାଉ, ତାଙ୍କ ମହନତାକୁ ସ୍ମରଣ କରିଥାଉ ।

ବାପା ହିଁ ଆମର ଦୁନିଆ, ଶକ୍ତି ଏବଂ ସୁଖ । ସେ ଆମକୁ କୋଳରେ ଧରିଛନ୍ତି, ଆମକୁ ଜୀବନ ଦେଇଛନ୍ତି, ଆମକୁ ଯାହା ଦରକାର ଆମ ନ କହିବା ପୂର୍ବରୁ ଆମ ହାତରେ ଥୋଇଦେଇଛନ୍ତି ଏବଂ ଯେତେବେଳେ ଆମେ ଆମ ଜୀବନରେ ନିଜକୁ ଅସହାୟ ଅନୁଭବ କରିଥାଉ; ଦମ୍ଭ ଆଉ ସାହସର ଚଟାଣ ପରି ଆମ ସମ୍ମୁଖରେ ଛିଡା ହୋଇଛନ୍ତି । ସେ ଆମ ପାଇଁ ସତରେ #ସୁପର ହିରୋ । ସେ ହେଉଛନ୍ତି ପ୍ରେମ ଏବଂ ବଳିଦାନର ସର୍ବୋତ୍ତମ ଉଦାହରଣ ।

ଷ୍ଟୋରୀମିରର୍ #ମାଇ_ଡେଡ଼_ମାଇ_ହିରୋ ଲେଖା ପ୍ରତିଯୋଗିତା, ପ୍ରତିଟି ପରିବାରର ମେରୁଦଣ୍ଡକୁ ପାଳନ କରିବା ପାଇଁ ଏକ ପ୍ରତିଯୋଗିତା ଉପସ୍ଥାପନ କରୁଛି ।

ବିଷୟ :

ବାପାଙ୍କ ସହିତ ବିତେଇଥିବା ଆପଣଙ୍କ ମୁହୂର୍ତ୍ତଗୁଡିକ ଆମ ସହିତ ଅଂଶୀଦାର କରନ୍ତୁ ।

ଏଠାରେ କିଛି ବିଷୟ ଅଛି ଯାହାକୁ ଆପଣ ନିଜ ଲିଖନ ବିଷୟ ଭାବେ ଗ୍ରହଣ କରିପାରିବେ ।

#ବାପା ଓ କ୍ରିକେଟ୍ ।

#ବାପା ଓ ସାଇକେଲ ଶିକ୍ଷା ।

#ବାପାଙ୍କ ସହ ଏକ ରୋଷେଇ ଚ୍ୟାଲେଞ୍ଜ୍ ।

#ବାପାଙ୍କ ସହ ଏକ ଆନନ୍ଦମୟ ସମୟ ।

ନିୟମ:

'ବାପା' ବିଷୟ ଉପରେ ଆପଣଙ୍କୁ ଲେଖା ଦାଖଲ କରିପାରିବେ ।

ଆପଣଙ୍କର ବିଷୟବସ୍ତୁରେ #MyDadMyHero ହ୍ୟାସଟ୍ୟାଗ୍ ବ୍ୟବହାର କରନ୍ତୁ ।

ଧାରା ଉପରେ କୌଣସି ପ୍ରତିବନ୍ଧକ ନାହିଁ ।

ସମ୍ପାଦକୀୟ ମୂଲ୍ୟାଙ୍କନ ଉପରେ ଆଧାର କରି ବିଜେତାମାନଙ୍କୁ ସ୍ଥିର କରାଯିବ ।

ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ବିଷୟବସ୍ତୁ ଦାଖଲ କରିବା ଉଚିତ୍ । ଆପଣ ଦାଖଲ କରୁଥିବା ବିଷୟବସ୍ତୁ ସଂଖ୍ୟାରେ କୌଣସି ସୀମା ନାହିଁ ।

କୌଣସି ଶବ୍ଦ ସୀମା ନାହିଁ ।

ଇ-ମେଲ କିମ୍ବା ହାର୍ଡ କପି କିମ୍ବା ପ୍ରତିଯୋଗୀତା ଲିଙ୍କ୍ ବ୍ୟବହାର ନକରି ଯେକୌଣସି ଦାଖଲ ପ୍ରବେଶ ପାଇଁ ଯୋଗ୍ୟ ହେବ ନାହିଁ ।

କୌଣସି ଅଂଶଗ୍ରହଣ ଶୁଳ୍କ ନାହିଁ ।

ପ୍ରମାଣପତ୍ର ବିଭାଗ ଅଧୀନରେ ଆପଣଙ୍କର ଅଂଶଗ୍ରହଣ ପ୍ରମାଣପତ୍ର ଆପଣଙ୍କ ପ୍ରୋଫାଇଲରେ ଉପଲବ୍ଧ ହେବ ।

ଶ୍ରେଣୀଗୁଡିକ :

କାହାଣୀ

କବିତା

ଭାଷା :

ଇଂରାଜୀ, ହିନ୍ଦୀ, ମରାଠୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡିଆ ଏବଂ ବଙ୍ଗଳା ।

ପୁରସ୍କାର:

ସମସ୍ତ ଅଂଶଗ୍ରହଣକାରୀ ଏକ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ ।

ପ୍ରତ୍ୟେକ ବର୍ଗ ଏବଂ ଭାଷାର ଶ୍ରେଷ୍ଠ ୨୦ ଲେଖା ଏକ ଇ-ପୁସ୍ତକରେ ପ୍ରକାଶିତ ହେବ ।

ସମସ୍ତ ବିଜେତାଙ୍କୁ ବିଜେତା ପ୍ରମାଣପତ୍ର ।

ଦାଖଲ ଅବଧି : ଜୁନ୍ ୦୬, ୨୦୨୧ରୁ ଜୁନ୍ ୩୦, ୨୦୨୧ 

ଫଳାଫଳ : ଜୁଲାଇ, ୨୦୨୧ 

ଯୋଗାଯୋଗ :

ଇ-ମେଲ୍ : neha@storymirror.com

ଫୋନ୍ ନମ୍ବର : +91 9372458287