Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#Haunted

SEE WINNERS

Share with friends

"ମାନବଜାତିର ପୁରାତନ ତଥା ଶକ୍ତିଶାଳୀ ଭାବନା ହେଉଛି ଭୟ, ଏବଂ ସର୍ବ ପୁରାତନ ତଥା ଶକ୍ତିଶାଳୀ ଭୟ ହେଉଛି ଅଜ୍ଞାତର ଭୟ ।"

- ଲେଖକ ଏଚ୍.ପି. ଲଭକ୍ରାପ୍ଟ

 

ଆମମାନଙ୍କ ମଧ୍ୟରୁ ଅଧିକାଂଶ ଆମ ଜୀବନର କିଛି ସମୟରେ ଭୟପ୍ରଦ ଅନୁଭୂତି ପାଇଛନ୍ତି କିମ୍ବା କିଛି ଆମ ଚିନ୍ତନର ବହିର୍ଭୁତ କାର୍ଯ୍ୟକଳାପର ସମ୍ମୁଖୀନ ହୋଇଛନ୍ତି କିମ୍ବା କିଛି ଭୟାନକ କାହାଣୀକୁ ଭଲ ପାଆନ୍ତି, ଯାହା କିଛି ସମୟ ପାଇଁ ଆମର ସର୍ବାଙ୍ଗ ଶରୀରକୁ ଥଣ୍ଡା ପକେଇ ଦିଏ, ଲୋମ ସବୁ ଛିଡ଼ାହୋଇ ଉଠେ ।  

ଆତଂକଜନକ ତନ୍ତ୍ର କିମ୍ବା ଅସ୍ଵଭାବିକ ଭାବେ ଛୁରୀ ଧରିଥିବା ବ୍ୟକ୍ତି, ଶଇତାନ ପିଲା କିମ୍ବା ଅଦୃଶ୍ୟ ବ୍ୟକ୍ତି, କେତେବୁନ୍ଦା ରକ୍ତ ପରେ ପରେ ଭୁତ ଦେଖିବା, ପ୍ରେତାତ୍ମା କିମ୍ବା ଭୁତ ଚୋବେଇ ଖାଇବା, ଘୋର ଅନ୍ଧକାର, ପାଦ ବାଡେଇ ଚାଲିବାର ଶବ୍ଦ ଯାହା ଆମ ମନରେ ଭୟର ବାତାବରଣ ସୃଷ୍ଟି କରେ । ତେବେ ଆପଣ ସେହି ଭୟାନକ ଅନ୍ଧାରୀ ଭୁତ ପ୍ରେତର ମୂଳ ଦୁନିଆକୁ ଖୋଳିବାକୁ ଚାହୁଁଛନ୍ତି କି? ଆମେ ଆପଣଙ୍କୁ ଏ କ୍ଷେତ୍ରରେ ଆଶ୍ୱସ୍ତ କରୁଛୁ ।

ଷ୍ଟୋରୀମିରର୍ ଏକ ଭୟଙ୍କର କାହାଣୀ ଲିଖନ ପ୍ରତିଯୋଗିତା "ହଣ୍ଟେଡ୍" ଉପସ୍ଥାପନ କରୁଛି । ଯେଉଁଠାରେ ଆପଣ ନିଜର ପ୍ରତିଭାକୁ ଶବ୍ଦ ସହିତ ପ୍ରଦର୍ଶନ କରିପାରିବେ । ଯାହା ବାସ୍ତବରେ ସେମାନଙ୍କର ଭୟାବହତାକୁ ଜୀବନ୍ତ କରିବ ଏବଂ ଆପଣଙ୍କ କାହାଣୀରେ ଆତଙ୍କ, ଦ୍ୱନ୍ଦ ଏବଂ ଭୁତର ଆଶଙ୍କା ଆଣିଦେବ । ଯାହା ପାଠକ ମଧ୍ୟରେ ଭୟର ଭାବନା ସୃଷ୍ଟି କରିପାରିବ ।

ଆମେ ସର୍ବାଙ୍ଗକୁ ଥରେଇ ଦେବାଭଳି କିଛି ଭୟଙ୍କର କାହାଣୀର ଅନ୍ୱେଷଣ କରୁଛୁ!


ଆପଣଙ୍କର ଭୟାନକ କାହାଣୀରେ ଏହି ସବୁ ଶବ୍ଦ ବ୍ୟବହାର କରିପାରିବେ :

ଭୟଙ୍କର କାହାଣୀ, ଭୂତ କାହାଣୀ, ଭୟ, ଚିନ୍ତନର ବହିର୍ଭୁତ କାର୍ଯ୍ୟକଳାପ, ଭୟାନକ କାହାଣୀ, ଭୟାନକ ଚେହେରା, ଭୟାବହ ଚେହେରା, ଭୟାବହ ଭୂତ, ଭୟାବହ ଦୃଶ୍ୟ, ଡ୍ରାକୁଲାର ଭୟାବହତା, ସ୍ପୋକି, ଏକ ହଣ୍ଟେଡ୍ ପାହାଡ ଉପରେ ଥିବା ଘର, ଅସାଧାରଣ କାର୍ଯ୍ୟ, ହଣ୍ଟେଡ୍ ।

ଆପଣ ନିଜ କାହାଣୀରେ ଉପରୋକ୍ତ ତାଲିକାରୁ ସମସ୍ତ କିମ୍ବା ସର୍ବନିମ୍ନ ୫ ଶବ୍ଦ ବ୍ୟବହାର କରିପାରିବେ ।


ନିୟମ:

ଲେଖାଟି ଭୟପ୍ରଦ ବା ଭୁତଗଳ୍ପ ଲେଖା ହେବା ଆବଶ୍ୟକ ।

ସମ୍ପାଦକୀୟ ସ୍କୋର୍ ଉପରେ ଆଧାର କରି ବିଜେତା ସ୍ଥିର କରାଯିବ ।

ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ଲେଖା ଦାଖଲ କରିବା ଉଚିତ୍ । ଆପଣ ଦାଖଲ କରୁଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।

କୌଣସି ଶବ୍ଦ ସୀମା ନାହିଁ ।

ଆପଣଙ୍କ କାହାଣୀରେ ତାଲିକାରୁ ସର୍ବନିମ୍ନ ୫ ଶବ୍ଦ ବ୍ୟବହାର କରିବା ଆବଶ୍ୟକ ।


ବର୍ଗ:

କାହାଣୀ


ଭାଷା:

ଏହି ଭାଷାଗୁଡ଼ିକ ମଧ୍ୟରୁ ଯେକୌଣସି କିମ୍ବା ଅଧିକରେ -( ଇଂରାଜୀ, ହିନ୍ଦୀ, ମରାଠୀ, ଗୁଜୁରାଟୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡିଆ ଏବଂ ବଙ୍ଗଳା ) ରେ ବିଷୟବସ୍ତୁ ଦାଖଲ କରାଯାଇପାରିବ ।

 

ପୁରସ୍କାର:

ଷ୍ଟୋରୀମିରର୍ ମାଧ୍ୟମରେ କେତେକ ସର୍ବୋତ୍ତମ କାହାଣୀକୁ ନେଇ ଏକ ଇ-ପୁସ୍ତକ ପ୍ରକାଶିତ ହେବ ।


ଦାଖଲ ଅବଧି: ସେପ୍ଟେମ୍ବର ୧୧, ୨୦୨୦ ରୁ ୨୬ ଅକ୍ଟୋବର, ୨୦୨୦

ଫଳାଫଳ: ନଭେମ୍ବର ୨୦୨୦


ଯୋଗାଯୋଗ:

ଇମେଲ୍: neha@storymirror.com

ଫୋନ୍ ନମ୍ବର: +91 9372458287