ବାଟୋଈ
ବାଟୋଈ
1 min
1.6K
ଯିବାକୁ ଅଛି ଯେ ବାଟ ଅନେକ ।
କରିବାକୁ ଅଛି ଅନେକ କର୍ମ ।।
ଭାବିବାକୁ ତାର ସମୟ ନିୟଣ୍ଟ ।
କର୍ମ କଷଣେ ସେ ନୁହେଁ ବ୍ରିଭାନ୍ତ ।।
ସମୟ ଯେ ଅଟେ ଅତି ମୂଲ୍ୟବାନ ।
ସଦୁପଯୋଗ ତାକୁ କରିବା ଶିଖ ।।
ଆଜି ମରିଗଲେ କାଲିକି ଦୁଇ ଦିନ ।
ଭାବିଦେଇ ତୁମେ ନ କର ଆଳସ୍ୟ ।।
ସମୟର ଚକ୍ର ଅଟେ ଯେ ସଂକ୍ଷିପ୍ତ ।
କେତେ ବେଳେ କେଉଁ ବେଶ ।।
ଏବେ ଅଛ ଯୁବକ ପରେ ହେବ ବୃଦ୍ଧ ।
ତେଣୁ ସମୟର ଅପଚୟ ନ କରିବା ଶିଖ ।।
@ ସୁସିଲ୍ ପାଣି