ବା’ ବା’ ରେ ବାବା ବୋଉ ଦୁଲା ଲଭଲି ପ୍ରତିଶ୍ରୁତି ପ୍ରଭାତ କାନ୍ନର ଜୀବନର ଅଙ୍କ ଶିକ୍ଷକ ବା ଶିକ୍ଷିକା ସଂଘର୍ଷ ରୁ ସଂଘାତ ସଂଘାତରୁ କେବେ ଜୀବନ ନର୍କ ବା ସ୍ୱର୍ଗକୁ ବାଟ କଢେଇ ନିଏ ସେ ବନ୍ଚିଛି!କେଜାଣି! ଭୁଲି ଗଲାଣି ସେ କେମିତି ବନ୍ଚନ୍ତି! କାହାକୁ ବା ପଚାରିବ! ଯଦି ଦୁଇ ବଖତ ଖାଇ ଦୁଇ ମୁନ୍ଦା ପିଇ ପଡି ରହିବାଟା ବଂଚିବା ତା ହେଲେ ହଁ! କୋଣାର୍କର ଭଗ୍ନ ମୁଖଶାଳା ପରି ସବୁ ଘଟଣା ଦୁର୍ଘଟଣା ଅନ୍ୟାୟ ଶୋଷଣ ଓ ଚକ୍ରାନ୍ତର ମୁକ ସାକ୍ଷୀ ହେବା ଯଦି ବଂଚିବା ତାହା ହେଲେ ହଁ!

Oriya ବା Stories