Sasmita Das

Others

2  

Sasmita Das

Others

ସକରାତ୍ମକ କ୍ରାନ୍ତି

ସକରାତ୍ମକ କ୍ରାନ୍ତି

1 min
1.6K


ସକରାତ୍ମକ ଭାବନା ଜୀବନର ଆଧାର ।ଏହା ସୌନ୍ଦର୍ଯ୍ୟର ପ୍ରତୀକ! ଏହାମଣିଷକୁ ଶକ୍ତିଶାଳୀ କରେ, ଏବଂ ମନରେ ଆଣିଦିଏ ଉତ୍ସାହ ଉପଲବଧ୍ ଆଶା ! ସଫଳତାରପଥ ଦେଖାଏ ! କ୍ରାନ୍ତି ଏକ ପରିବର୍ତ୍ତନର ବିପ୍ଳବ!ସୁପ୍ରସିଢ୍ହ କବି ରମଧରୀ ସିଂହ ଦିନକର କହିବାନୁସାରେ ହଠାତ କିଛି ବିକାଶ ବା ପରିବର୍ତ୍ତନ ହେଲେ ତାକୁ କ୍ରାନ୍ତି କୁହାଯାଏ! ଯେଉଁ ମାନେ ଜୀବନକୁ ବାଜି ଲଗାଇ ଲଢ଼ନ୍ତି ସେମାନଙ୍କୁ କ୍ରାନ୍ତିକାରୀ କୁହନ୍ତି! ସ୍ୱଧୀନତା ସମୟରେ କ୍ରାନ୍ତିର ବିଗୁଲ୍ ବାଜିଥିଲା 1857ରେ! ଶହୀଦ ଭଗତ ସିଂହଙ୍କ ଲଢେଇ ମୁକ୍ତି ଅର୍ଥ ଦେଶବାସୀଙ୍କୁ ବୁଝେଇ ଦେଇଥିଲା!

ଆଜି ମଣିଷ ଗୋଲାମ କରିବା ଅଭ୍ୟାସଟା ରହି ଜାଇଛି! ଭ୍ରଷ୍ଟାଚାର ବଢ଼ିଯାଇଛି ତେଣୁ ଆଉ ଏକ କ୍ରାନ୍ତିର ଜରୁରି!ମଣିଷ ମନରେ ଆତ୍ମବିଶ୍ଵାସ ଆଣିବା ପାଇଁ ଆଉ ଏକ ଭଗତ ସିଂହର ଆବଶ୍ୟକ!କ୍ରାନ୍ତି ଜୀବନ ଆଣିଦେବଶାନ୍ତି !ଏବେ ମଣିଷ ଇଣ୍ଟରନେଟ, ମୋବାଇଲ,ଫେଶନ ,ବଜାର କ୍ରାନ୍ତି କରୁଛି! ଜାତି ଓ ଦେଶର ପ୍ରଗତି ପାଇଁ କ୍ରାନ୍ତି ଆବଶ୍ୟକ!


Rate this content
Log in