ସ୍ବପ୍ନ ୨୦୨୨
ସ୍ବପ୍ନ ୨୦୨୨
1 min
88
'ପ୍ୟାଟେଣ୍ଟ ମୁକ୍ତ ଔଷଧ ଓ ରୋଗମୁକ୍ତ ଭାରତ ମୋର ସ୍ବପ୍ନ '
୨୦୨୨ ମସିହାର ପରବର୍ତି ଭାରତ ଏକ ରୋଗମୁକ୍ତ ସୁସ୍ଥ ଭାରତ ହେଉ،ଏହା ମୋର ସ୍ବପ୍ନ ଅଟେ ।ଏହି ଲକ୍ଷ୍ୟ ହାସଲ କରିବା ପାଇଁ ମୁଁ ମୋର ଅଧ୍ୟୟନରେ ଅଧିକ ଧ୍ୟାନ ଦେବି ।ମୋର ସମସ୍ତ ପାଠ ସମୟର ଯଥେଷ୍ଟ ପୁର୍ବରୁ ଶେଷ କରିବି ।ଠିକ ସମୟରେ ଫାର୍ମାସିଷ୍ଟ ପାଠ୍ୟକ୍ରମ ଶେଷକରି କୌଣସି ଦାତବ୍ୟ ଫାର୍ମାସିଉଟିକାଲ ଗବେଷଣା ଫାର୍ମରେ ଯୋଗଦେବି ।ଏଠାରେ ମୁଁ ବିଶେଷ କରି ଶିଶୁଙ୍କ ପାଇଁ ଜଟିଳ ରୋଗର ଔଷଧ ତିଆରି କରି ଏହାକୁ ପ୍ୟାଟେଣ୍ଟ ମୁକ୍ତ କରିବି ଯାହାଦ୍ବାରା ଏହିସବୁ ଔଷଧ ସମସ୍ତ ଶିଶୁଙ୍କ ପାଇଁ ସହଜରେ ଉପଲବଧ ହୋଇ ପାରିବ ।
