ପ୍ରେମ ଗଣିତ
ପ୍ରେମ ଗଣିତ
1 min
1.7K
-କେତେ ଭଲ ପାଉଛ ମୋତେ ?
- ପାଇ ଭ୍ୟାଲୁ ର... !
-ମାନେ !
- Pie !!! π !!!
- ବୁଝିହେଲାନି ....
- Math କରିନ କି ?
- ମୋର Math ହୁଏନି ପା
- ଜିଓଲୋଜିରେ କଣ ନାହିଁ କି !
- ନା ! କୁହ ନା ତମେ !!!
- π ର Value କେତେ ?
- 22/7
-ଡେସିମାଲ୍ ରେ ...
- 3.14285714285714
- ଧେତ୍ .... ଏତିକି ଜାଣିନ ! 3.142857 bar ... ଏ ବାର୍ ମାନେ infinite !!! କେବେ ସରିବନି ... କଣ ବୁଝିଲ !!!
ହଁ .... ପ୍ରେମଟା ଏମିତି .... ସମାଧାନ ହୋଇନଥିବା ଅଙ୍କଟିଏ ! ହଉ ସମାଧାନ ନ ହେଉ....