K. Nirmal

Others

1  

K. Nirmal

Others

କୁଳାଙ୍ଗାର-୨

କୁଳାଙ୍ଗାର-୨

1 min
2.1K


ଝିଅ:-ନୂଆ ବର୍ଷ ପାଇଁ ବୁଲିବାକୁ ସବୁ ଯିବେ ତମେ କଣ ସେଠି ବସିଛ ।ତମେ ଯିବନି କି ।

ପୁଅ:- ନା,ମୁଁ ଜିବିନାହିଁ ।

ଝିଅ:- କଣ ପାଇଁ ତମ ମା ପାଖେ ପଇସା ନାହିଁନା କଣ

(ପୁଅ ଟିକେ ଭାଉ ମାରି କହିଲା )

ପୁଅ:-ହଁ ମୋ ମା'ପାଖେ ପଇସା ଅଛି ।

(କିନ୍ତୁ ସେହି ଝିଅଟି ଜାଣିଛି ଯେ ସେ ପୁଅର ମା' ପର ଘରେ କାମ କରେ)

(ତା'ପରେ ସେହି ପୁଅ ତା' ଘରକୁ ଗଲା)

(ଏହି କଥାଟି ସେହି ପୁଅର ସାଙ୍ଗ ଶୁଣି ପାରି ସେହି ପୁଅର ମା'ପାଖରେ କହିଦେଲା)

ପୁଅ:- ମା'ମା'କୁଆଡ଼େ ଅଛୁ ଟିକେ ଶୁଣିଲୁ ।

ମା':-କହରେ ପୁଅ ମୁଁ ଏଇଠି ଅଛି।

ପୁଅ:- ମା'ମୁଁ ବୁଲିବାକୁ ଯିବି ନୂଆବର୍ଷ ପାଇଁ ସ୍କୁଲୁରେ ସମସ୍ତେ ଯିବେ।

ମା':-ତୁ ତ ଜାଣିଛୁ ଆମ ଘର ବିଷୟରେ ।ତାପରେ ବି ମାଗୁଛୁ ।

ପୁଅ:-ମା'ଦବୁ କି ନାହିଁ କହ ।

ମା':-ହଉ ଆଜି ଖାଇ ଶୋଇପଡ଼ କାଲି ସକାଳୁ ଦେବି।

(ପୁଅ ଖାଇ ଦେଇ ଶୋଇବାକୁ ଗଲା)

ମା':-ପେଟରୁ କାଟି କିଛି ସଞ୍ଚୟ କରି ରଖିଥିଲି l କାଲି ସବୁ ଟଙ୍କା ସେ ନେଇଗଲା ପରେ ମୋ ପାଖରେ ଆଉ ଟଙ୍କାଟାଏ ବି ବଳକା ରହିବ ନାହିଁ l କଣ ଆଉ କରିବି...?

ମୋ ପୁଅ କେମିତି ଜାଣିବ ଏ ମା'ର ବେଦନା ତା ସାଂଗ ସବୁ ମୋତେ କହିଛି ସେ ଗଟେ ଝିଅ ପାଇଁ ମୋ ପାଖେ ଜିଦି କରୁଛି ବୁଲିବାକୁ ଜିବ ବୋଲି ।

(ପର ଦିନ ସକାଳୁ ପୁଅକୁ ମା'ପଇସା ଦେଲା ସେ ନୂଆବର୍ଷ ପାଇଁ ବୁଲିବାକୁ ଗଲା )

କ୍ରମଶଃ.......

ନିର୍ମଳ

ବାସୁଦେବପୁର, ଭଦ୍ରକ(ଜଗନ୍ନାଥି)


Rate this content
Log in