STORYMIRROR

K. Nirmal

Children Stories

2  

K. Nirmal

Children Stories

ଶ୍ରାବଣ ମାସର ଶ୍ରାବଣୀ

ଶ୍ରାବଣ ମାସର ଶ୍ରାବଣୀ

1 min
52

୨୦୨୧ ମସିହା ଶ୍ରାବଣ ମାସର କଥା। ଯେତେବେଳେ ଲୋକମାନେ ଚାଷ କରିଥିଲେ କିନ୍ତୁ ପାଣିର ଅଭାବ ପାଇଁ ଚାଷ ଜମି ପ୍ରତି ବିପଦ ଥିଲା ଓ ଲୋକମାନେ ହା ହା କାର ହେଉଥିଲେ ।ସେତେବେଳେ ଆମ ଘରରେ ଖୁସିର ଲହରୀ ଖେଳିଗଲା କାହିଁକିନା କନ୍ୟା ସନ୍ତାନ ଟେ ମେଡ଼ିକାଲ ରେ ଶ୍ରାବଣ ମାସର ପ୍ରଥମ ସୋମବାର ରେ ଜନ୍ମ ହୋଇଥିଲା ମୋ ଝିଅ ଶ୍ରାବଣୀ ରୂପରେ ।ତା' ପରଦିନର ଘଟଣା ମୋ ଝିଅ ଶ୍ରାବଣୀ ଯେତେବେଳେ ଆମ ଘରକୁ ଆମ୍ବୁଲାନ୍ସ ରେ ଫେରିଥିଲା ।ଆମ୍ବୁଲାନ୍ସ ର ଦରଜା ଖୋଲିବା ସମୟରେ ଆକାଶର ମେଘ ଛନ୍ନ ଛନ୍ନ ହୋଇ ଯାଇଥିଲା ଆଉ ଆମ ଘର ର ତା'ପାଦ ସ୍ପର୍ଶରେ ଆକାଶରେ ମେଘ ବର୍ଷିଲା ।ମୋ ଝିଅ ଶ୍ରାବଣୀ ପାଇଁ ମୁଁ ଖୁସି ବହୁତ ଥିଲି ।କିନ୍ତୁ ମେଘ ଯେତେବେଳେ ବର୍ଷିଲା ମୁଁ ଆହୁରି ଖୁସି ହୋଇଗଲି । ସେଥିପାଇଁ ଲୋକମାନେ କୁହନ୍ତି ଯେଉଁ ବାପାର ପ୍ରଥମେ ଝିଅ ହୋଇଥାଏ ତାଙ୍କ ଘରକୁ ଲକ୍ଷ୍ମୀ ମା'ଙ୍କର ଆବିର୍ଭାବ ହୋଇଥାଏ ।ମୁଁ ବହୁତ ଖୁସି ଆପଣ ମାନେ ଖୁସି ତୋ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍