ଏକ ଆହତ ମନର ସକାଳ
ଏକ ଆହତ ମନର ସକାଳ
ଆଉ କେତେ ଶୋଇ ଥିବ ଯେ- ଥାଉ ଥାଉ
ଶେ । ଇଥା ଉ-ବଂଶ ବୁଡି ଗଲା ବେଳେ ଏମିତି
ଘୋଡା। ମୁଁ ହିଁ ପୁଅ ଜନ୍ମ ହୁଅନ୍ତି । ତା’ରି
ସାଙ୍ଗ ସାମାନେ ଆଜି ଆରମରେ ହଜାର ହଜାର
ଚଙ୍କ ରେଜଗାର କରି ବେଶ୍ ମଜା ମଜୁଲିରେ
ଟାଇମ୍ ପାସ୍ କରୁଛନ୍ତି । ଆଉ ଆମ ଗୁଣମଣି
ଦିନ କି ବାତ୍ ଶୋଇ ଶୋଇ- ଟାଇମ୍ ଟାଇମ୍
କ ଗିଳି ଦେଇ- ବେଳେ ବେଳେ ଟିଭିରେ
ସୁନ୍ଦରିଆ ମୁହଁମାନଙ୍କୁ ଚୋରା ଚୋରା ଦେଖା
କମ୍ବଳ ଘୋଡାଇ ହୋଇ ଶୋଇରହିଛି । ତାକୁ
କହିବାକୁ ବି କିଏ ଅଛି ଯେ ?
ଛାଡ ସେ କଥା ବାରମ୍ବାର ବଖାଣି କିଛି
ଲାଭ ନା । କେଉଁ ପୂର୍ବ ଜନ୍ମରେ କି ପାପ
କରି ଆଲ କେଜାଣି ମହାପୁ ଆମକୁ ଆଜି ଏ ଦିନ
ତ । ହଁ ଏଇ ସେସବୁ ଶୁଣୁଛି, ଜାଣୁଛି
ଅଥତ ଶବ ପରି ପଡିରହିଛି । ମୋତେ ଯେତେ
ମାଠିବୁ ମାଠ ମୁଁ ସେଇ ଦେରପୋଡା କାଠ । ବାବୁ
ଆମର କିଛି ପରିଶ୍ରମ କରିବେ ନାହିଁ । କିନ୍ତୁ ଚବିଶ୍
ଘରର ତାରାଟି କୋଟିପତି ହେବାର ସ୍ଵପ୍ନ
ଖବେ । କେତେ ଡାକ୍ତରଙ୍କୁ ଦେଖାହେଲା-
୧ ଓଭର ସଇ ଏକ ମୃତ - ଏ ରୋଗ ଅସାଧ୍ୟ ।
କଁ କରିବା- ଏଇ ଜନମରେ ଏହାର ପାଇଁ ଆମେ
ଅଡ଼ି ବାଟର ତାଲିପାରିବା ନାହିଁ । କାହିଁକି ନା
କ କହି ଦେ- ଏଇ ଦେଖ ଦୁନିଆର ସବୁ
ଠାରୁ ବଡ ପାଗଳ କୁକୁରର ବାବା, ମା, ଭାଇ,
ଭଉଣୀ ଯାଉଛନ୍ତି । ପାଖ ପଡ଼ିଶା ସାହି ପଡ଼ାର
ଲୋକେ ରାସ୍ତାର ବାଟେ ଘାଟେ ଚାଲୁଥିବା ଚା’
ପାନ ଦୋକାନ- ସହର ବଜାର ସେଇ ଗୋଟାଏ
କଥା- ସତୀଶ କଣ ଆଉ ଏ ଇହଧାମରେ ନାହିଁ
? ସେ ପ୍ରକୃତରେ ରୋଗଗ୍ରସ୍ତ ନା ବନାକୁ ଡରି ଘରେ ଲୁଚି ରହି ଛଳନା କରୁଛି ?
ବାପ ଗିରୀଶ ବାବୁ- ଯେ କି ସେ ଅଂଚଳର
ମନ୍ଦିର ପୂଜା କମିଟିର ସଭାପତି- ମାଆନନ୍ଦିନୀ-
ଯାହାଙ୍କର ଗୁଣ ବଖାଣିବାରେ ସମୟ ମଧ୍ୟ ୟୁ ବଧ
ହୋଇବ, ଭଉଣୀ ଶାନ୍ତିପ୍ରିୟା ଯାହାର ସ୍ଵଭାବ ସୁଲଭ
ବିନମ୍ର ଚାଲିଚଳନ ତାରି ସତୀର୍ଥଙ୍କ ନିମନ୍ତେ ଏକ
ଜ୍ବଳନ୍ତ ଆଦର୍ଶ, ତା’ରି ତଳର ଭାଇ ଜଣେ ସୁପ୍ରତିଷ୍ଠିତ
କଥାକାର ଏବଂ ଅନ୍ୟ ଜଣେ ଲବଧ ପ୍ରତିଷ୍ଠା କାରିଗର-
ଏପରି ଏକ ଖାନଦାନି ପରିବାରର ଜ୍ୟେଷ୍ଠପୁତ୍ର ଆଜି
ଦେଶର ମୋଷ୍ଟ ୱାଣ୍ଟେଡ୍ ଟେରରିଷ୍ଟ ?
ଏଇ ଅସମାହିତ ପ୍ରଶ୍ନ ର ସାବ୍ୟ ଉତ୍ତର
ଖୋଜିବାର ଆପ୍ରାଣ ଉଦ୍ୟମ ଜାରି ରଖୁଛି ସତୀଶ୍ ।
ସେ ବାରମ୍ବାର ପ୍ରୟୋଗ କରି ଚାଲିଛି ।
ନିଜେ ନିଜ ଦ୍ୱାରା କୁଶ ବିଦ୍ଧ ହେବା ପାଇଁ
ମଧୁଲ ପତଙ୍ଗ ପରି ଜାଣିଶୁଣୁ ଅନଳରେ ଝାସ ଦେବା
ପାଇଁ ନଭମଣ୍ଡଳରେ ପରିବ୍ୟାପ୍ତ ହେବା ପାଇଁ ।
ସନ୍ଧ୍ୟା ତାରା -ନିଶୀଥ ବାତାୟନେ ସୁରଭିତ
ମହକର ଆହ୍ଵାନଟିଏ, ଖରିଦାର ନିଶାଦ୍ଧର ଆଗନ୍ତୁକକୁ
ଭେଟିବା ପାଇଁ ସର୍ବୋପରି ବିଜୁଯାନର ହୀନମନ୍ୟତାର
ମୂକସାକ୍ଷୀ ହେବା ପାଇଁ । କହି ବସିଲେ କଥା ସରିବନି କି କାନ୍ଦି ବସିଲେ ଲୁହ ସୁଖିବନି । ବର୍ତ୍ତମାନ ଗିରିଶ ବାବୁଙ୍କ ପରିବାରର ପ୍ରତିଟି ସଦସ୍ୟ ଆସନ୍ନ ମୃତ୍ୟୁର ଆଶଙ୍କାରେ ଆତଙ୍କିତ- କାହିଁକି ନା ତଥାକଥିତ ଦେଶଦ୍ରୋହ ଅପରାଧରେ ଦୋଷୀ ସାବ୍ୟସ୍ତ ସତୀଶର ମୀନନ ପୁର ପୂର
ଆସୁଛି । ଏଠି ସୂରଭାଞ୍ଜିଡାକେହି ନାହାନ୍ତି ।
ଯେ ତାଙ୍କ ପଣତ କାନି ଛେଳିର ପ୍ରଳପର
କଂଠରୋଧ କରି ଦେବେ । ଦଣ୍ଡବିଧାନ କରିଥିବା
ରାଷ୍ଟ୍ର ମୁଖ୍ୟ ବି କ୍ଷମା ପ୍ରାର୍ଥନାରେ ତୃଷ୍ଟ ହେବେ ନାହିଁ ।
ମେଘଦୂତ ନାହିଁ ଯେ କାର୍ତ୍ତିକେୟଙ୍କୁ ବାର୍ତ୍ତା ଦେଇଦେବ
। ଇଷ୍ଟ ଦେବ ହନୁମାନ ମଧ୍ୟ ପ୍ରାଣ ଭୟରେ
ଆତ୍ମଗୋପନ କରିଛନ୍ତି ବୁଢାରଜାର ଗର୍ଭଗୃହରେ ।
ସାତ୍ମନାର ବାଣୀ ଶୁଣାଇବାକୁ ଅଛନ୍ତି ନା ଦେବକୀ
ନା ଯଶୋଦା । କିନ୍ତୁ ଏହା ସ୍ବତଃସିଦ୍ଧ ଯେ ଜରାଗ୍ରସ୍ତ
ଜରଦଗବ ଏବେ ବି ବସିରହିଛି :-
ଦିହଙ୍ଗ ବିପ୍ଳବର ସୁମଧୁର ପରିକଳ୍ପନାରେ
ମଧୁ ତିକ୍ତ ଅନୁଭୂତିର ଧାର ବାହିକ ସ୍ମୃତିଚାରଣରେ ।
ନୀଳବର୍ଷ ଶୃଗାଳର ଆପେକ୍ଷିକ ସାଂଦ୍ରତାରେ
ଉ,କତାନି କର ଯଥୋଚିତ ନ୍ୟାୟ ବୀରରେ ସିଂହଦ୍ଵାର ଖୋଲିବାର ପ୍ରଶାନ୍ତ ମୁହରର କ୍ରାନ୍ତ ପ୍ରତୀକ୍ଷାରେ ।
ଯୁଗ ବଦଳିଛି,…... କଥା ସେମିତି ପଡିରହିଛି।
ଏବେ ଯୁଗପୁରୁଷ ଆସୁଛନ୍ତି ପଥକ୍ରାନ୍ତ ଶ୍ରମିକର
ପ୍ରନ୍ତ ପଦପାତରେ । କିନ୍ତୁ ସତୀର ସ୍ଥିତି- ଯଥା
ପୂର୍ବମ ତଥା ପରମ୍ । ବରଂ କ୍ରମବର୍ଦ୍ଧିଷ୍ଟ ତା'ରି
ପତଳାସିର ବ୍ୟତିବସ୍ତ କେବଳ ତାର ପାଖପଡ଼ିଶା
ନାତି- ସମଗ୍ର ଜନପଦବାସୀ କାରଣ ସମସ୍ତେ
ଦେଖୁଛନ୍ତି ନିଆଁର ଦର୍ପଣରେ ପ୍ରତିବିମ୍ବ ଏକ ମୃତ ସଯର ।
ସକାଳର ଧୂମାୟିତ ଚା କପରେ ଚୁମ୍ବକ
ଦଉଦେଉ ଶିରୀଶ ବାବୁ ଶୁଣିଲେ ସୁଦୂର
ବିନାନୀରେ ଦାଧ ଶରାହତ ମୃଗୁଣୀର ସ୍ତୁତି ।
ପରାମରେ ନିଜର ମନଚକ୍ଷୁରେ ସେ ଦେଖିଲେ
ତଣ ସଂହାର ଅଭିଯୋଗରେ ଅଦାଲତରେ ନିଜେ
ନିଜର କେଶ୍ ଲଡୁବା ସତୀକୁ । ଆଶ୍ଚର୍ଯ୍ୟର
କଥା ଏହି କି ଯେ- ଏପରି ଭୟାନକ ଶ୍ରବଣ ଓ
ଦିନକୁ ସେ ଆଉ ଭୂକ୍ଷେପ କରୁନାହାନ୍ତି । କାରଣ
ତାଙ୍କର ଅଶୀ ତିପର ଜୀବନରେ ସେ ଦେଖୁଛନ୍ତି -
ଯା ବି ଘଟି ଯାଉଥିବା ସମସ୍ତ ଘଟଣାବଳୀର
ଉରେ ଅବଚେତନ ମାନସର ସର୍ବୋଚ୍ଚ ସୋପାନରେ
ପନ ମୟ ଗ୍ରସ୍ତ ମୁହ୍ୟମାନ ମଣିଷର ଅତିନ୍ଦ୍ରୀୟ ଚେତନାକୁ ସେ ଉପଲବ୍ଧ କରିଛନ୍ତି ।
ପ୍ରକୃତି ସାମ୍ନାରେ ହାର ମାନିଛି ବିଜ୍ଞାନୋନ୍ନତ
। ମାନବ ଯାନ୍ତ୍ରିକ ମେଡୁସାର ମ୍ୟାଜିକ ଦର୍ପଣରେ ପ୍ରତିଫଳିତ ହେଉଛନ୍ତି ତିନିସିପାହୀ ।
ଅନେକ ଆଶା ଓ ଅସୁମାରି ଆକାଂକ୍ଷା ନେଇ
ସପନର ପଥେ ପଥେ ମଧୁଚନ୍ଦ୍ର କା ଲୁଚାଇ
ଚାଲିଛି ଟମକକାଙ୍କ ଝଡବିଧ୍ୱସ୍ତ ପାଳ ଛପର ଘର ମଧ୍ୟରେ
ସେଚ୍ଛାକୃତ ନିର୍ବାସନ କରି ନେଇଥିବା ଦୁଃଖୀନୀ ।
ଏପଟେ କମ୍ବଳ ଘୋଡାଇ ଶୋଇରହି ଥିବା
ଜରାଜୀର୍ଣ୍ଣ ପଯ୍ୟୟ ପତିତ କଙ୍କାଳ (ସତୀଶ) ର
ଅବଚେତନରେ ଚାଲି ଅଛି ସଭା ତ ସଂଘର୍ଷ ।
ମହାଭାରତର ନୀରବ ଦର୍ଶକଙ୍କ ଶୁଭେଚ୍ଛା। ବି ପ୍ରତିହତ
କରିପାରୁନାହିଁ ପେଟ୍ରିଅଟ୍ ଓ କ୍ରଜ ମିସାଇଲର ମିଳିତ
ଆକ୍ରମଣକୁ । ବିଗ୍ ବି ଓ ତାଙ୍କର ଏଗାର ଅକ୍ଷୌହିଣୀ
ସେନା ବି ସମ୍ଭାଳି ପାରୁନାହାନ୍ତି ଏଲିଜାବେଥ ଟେଲରର
ମୋହିନୀ ଅସ୍ତ । ବିରାଟ ମିସନ୍ ମେଲବୋର୍ଡ ବର୍ତ୍ତମାନ
ପାଇଁ ସୁଗିତ । ଭାରତ ସୁରକ୍ଷା ଯାତ୍ରାର ସୁଯୋଗରେ
ଲକ୍ଷାଧିକ ଦେଶଦ୍ରୋହୀ ସ୍ତବିଧ୍ୱସ୍ତ କରି ଚାଲିଛନ୍ତି
ଆଭ୍ୟନ୍ତରୀଣ ସୁରକ୍ଷାର ସୁଦୃଢ ନୀଲବଳୟକୁ ।
ଗଡଖାଇରେ ପହଁରୁଛି ଖପ୍ରାଖୋଲର ବିଲାତି ରୋହୀ
। ହେଲୋଜେନ୍ ଲାଇଟ୍ର ସ୍ପେସିଆଲ ଇଫେକ୍ଟରେ ବଦଳିଯାଉଛି ମଣିଷର ଅନ୍ତ ଓ ବାହ୍ୟ ପ୍ରକୃତି
ଯାହା କି ତତକ୍ଷଣାତ୍ ରେ କଡ଼ ହୋଇଯାଉଛି
ତିମିରଙ୍କ ନୋଭିଜନ୍ ରେ । ସମୋହନ ଗ୍ରସ୍ତ
ଇଲାକାରେ ମାୟାବୀ ଶିକାରୀର ଅଭ୍ୟସ୍ତ ଇଶାରାରେ
କ୍ରମାଗତ ବିସ୍ତାରିତ ହେଉଅଛି ନସଙ୍କ ଲ୍ୟାଣ୍ଡମାଇନ୍
। ଭୂସ୍ୱର୍ଗ କାଶ୍ମୀର ପାଲଟିଛି ଏକବିଂଶ ଶତାବ୍ଦୀର
କୁରୁକ୍ଷେତ୍ର ।
ଏ ଥିଲା ବେଡ୍ ଟିରେ ଚୁମକ୍ ଦେଉ ଦେଉ
ସତୀଶ୍ୱର ମନରାଇଜରେ ଖେଳେଇ ହୋଇଯାଉବା
ଅନେକ ଗହନ କଥାରୁ କେଇପଦ ଯାହାର ବିଶ୍ଳେଷଣ,
ସମାଲୋଚନା ଓ ମୂଲ୍ୟାୟନ କରିବେ ବିଦଗ୍ଧ ପାଠକେ ।
