Bishnupriya Palatasingh

Others

2  

Bishnupriya Palatasingh

Others

ବନ୍ଧୁ

ବନ୍ଧୁ

1 min
148


ପରୀକ୍ଷା ଚାଲିଥାଏ ମୁଁ କିଛି ପ୍ରଶ୍ନର ଉତ୍ତର ଲେଖିଥାଏ l ହଠାତ ମୋ ମୁଣ୍ଡବୁଲେଇ ଦେଲା ମୁଁ ଚେତାଶୂନ୍ୟ ହୋଇପଡିଲି l ଆଖି ଖୋଲିଲା ବେଳକୁ ମୁଁ ମେଡିକାଲରେ l

କିଛି ଦିନ ପରେ ଆମ ପରୀକ୍ଷାଫଳ ବାହାରିଲା l ମୋର ନମ୍ବର ବହୁତ ଭଲ ଥିଲା ମୁଁ ଆଶ୍ଚର୍ଯ୍ୟ ହେଇଗଲି l ସାର୍ ଙ୍କ ଠାରୁ ଖାତା ଆଣିଦେଖିଲି l ଅକ୍ଷର ମୋ ବନ୍ଧୁ ସୋନାଲିର ଥିଲା ଆଉ ମୋ ଆଖିରେ ଲୁହ l


Rate this content
Log in