ଭଲ ଭକ୍ତ କାହାର??
ଭଲ ଭକ୍ତ କାହାର??
ସେଦିନ ମାଆ ମଙ୍ଗଳା ଆଉ ଶ୍ରୀ ଗଣେଶ ଙ୍କ ଭିତରେ ଗୋଟେ ଇମ୍ପୋର୍ଟାଣ୍ଟ ଡିସକସନ୍ ଚାଲିଥାଏ ।
ଗଣେଶ- ଯାହା ହଉ ମୋ ଭକ୍ତ ମାନଙ୍କ ଭଳି ଭକ୍ତ କୋଉଠି ନାହାନ୍ତି, ବର୍ଷ କୁ ଥରେ ଯାଏ ସିଆଡେ, କିନ୍ତୁ ବହୁତ୍ ମଜା ହୁଏ, କି ଅଭ୍ୟର୍ଥନା!.... ଓଃ... ବିଉଟିଫଲ୍ ।
ମାଆ ମଙ୍ଗଳା(ଟିକେ ହସି ଦେଇ)- ତୋର କି ଭକ୍ତ, ଭକ୍ତ ଦେଖିବୁ ମୋର, ମୁଁ ଆସିବା ପୂର୍ବ ରୁ ସବୁ ରେଡ୍ଡୀ କରି ରଖିଥିବେ, ଯେତିକି ଫୁଲ ଆଣିଥିବେ ନା ତୁ ତୋ ଜୀବନ ରେ ଦେଖି ନଥିବୁ ।
ଗଣେଶ - ତମେ ଫୁଲ କଥା କହୁଛ, ମୁଁ ଯେତିକି ଦିନ ରୁହେ ସେଠି, ଖୁଆଇ ଖୁଆଇ ନାକେଦମ୍ କରି ନାକେଦମ କରି ଦିଅନ୍ତି, ତମେ ନ ଦେଖିଲେ ବିଶ୍ୱାସ କରିବନି ।
ମାଆ ମଙ୍ଗଳା- ଆରେ ମୋ ଭକ୍ତ ବି ଭଲ ଭୋଗ ଆଣନ୍ତି, ଖୁଦ ମୋର ଫେବ୍ରାଇଟ ବୋଲି, ସିଆଡେ ମୋତେ ଖୁଦୁରୁକୁଣୀ ବୋଲି ଡାକନ୍ତି । ତୋର ତ ଥରେ ଭୋଗ, ମୁଁ ବା ପାଞ୍ଚ ପାଳି ଯାଏ ଭୋଗ ଖାଏ ।
ଗଣେଶ- ମୋ ଭକ୍ତ ସବୁ କେତେ କଷ୍ଟ କରନ୍ତି ଜାଣିଚ, ଏ ଟୁ ଯେଡ୍ ସବୁ ଅର୍ରେଞ୍ଜମେଣ୍ଟ କରିବେ । କାରଣ ଇଟ୍ସ୍ ବପ୍ପା'ସ୍ ଡେ ।
ମାଆ ମଙ୍ଗଳା- ମୋ ଭକ୍ତ କଣ୍ କମ୍ ପରିଶ୍ରମ କରନ୍ତି କି, ଦେ ରାତି ଚାରି ରୁ ଉଠ, ଫୁଲ ତୋଳ, କହନା ସେ କଥା, ଆହୁରି ଡେକୋରେଶନ ବି ଅଛି ।
ଗଣେଶ- କିନ୍ତୁ ଗୋଟେ କଥା, ଯେତିକି ଦିନ ରୁହେ ଏଠି, କିନ୍ତୁ ମଜା ବହୁତ୍, ସ୍ବର୍ଗ ରେ ସେ ସଂସ୍କୃତ ଶୁଣି ବୋର୍ ହେଇ ଯାଏ, କିନ୍ତୁ ଏଠି ବହୁତ୍ ମିଠା ଆଉ କୌତୁକିଆ ଗୀତ ଗୁଡା ଅଛି, ଯେମିତି, ରସବତି ବିଳାସ, ନିଆଳି ଛେନା, ତୋ ଗାଲ ର କଳାଜାଇ ଏମିତି କେତେ ଗୁଡ଼ାଏ ଅଛି । ଇଏ ତ ଗଲା ଓଡ଼ିଆ ଗୀତ କଥା, ହିନ୍ଦୀ ରେ ବି ବଢିଆ ଗୀତ ବଯଉଛନ୍ତି । ଖାସ୍ କରି ସେ ଡେଙ୍ଗା ଟୋକା ଟା, ଯାହାର ବଡ଼ ବଡ଼ ଚୁଟି, କଣ୍ ଯେ ତା ନା ଟା, ହଁ ଯୁବିନ ନୌଟିଆଲ । ଆହ୍ ନଙ୍ଘା ଗାଉଚି ଟୋକା ଟା, ମେନେ ଆସମାନ୍ ପେ ଲିଖ ଦିଆ ଟା ତ ମୋର ଫେବଟାଇଟ୍ ସଙ୍ଗ୍ ଏବେ ।
ମାଆ ମଙ୍ଗଳା- ତୋର ର ତ ଏ ଗୀତ ଗୁଡା, କିନ୍ତୁ ମୋର ସବୁ ଟ୍ରେଣ୍ଡିଂ ସଙ୍ଗ୍ । ଚୁମକି ଲଗା ପଣତ କାନି, ବସ୍ପନ୍ କା ପ୍ୟାର୍, ଆଉ ସବୁଠୁ ବଢିଆ ଲାଗୁଥିଲା କୋଉ ଗୀତ ଟା କହିଲୁ, ମାନିକେ ନୁମ୍ବେ ନାକେ ମନହାରି ସୁକୁମାରୀ ଗୀତ । ଓଃ... କି ଲେରିକ୍ସ ତାର ବାବା ରେ ।
ଗଣେଶ- ଇଏ ତ ଗୋଟେ କଥା, କିନ୍ତୁ ଭସାଣି ରେ ଯୋଉ ନାଗିନ ଡ଼ାନସ୍ ମୋ ଭକ୍ତ ନାଚୁଚନ୍ତି, ତମ ଭକ୍ତ କଣ୍ ପାରିବେ!!
ମାଆ ମଙ୍ଗଳା- ଆଉ ମୋ ଭକ୍ତ ଯୋଉ ଲଲିପପ୍ ଲାଗୁଚ, ମାରେଲ କଚାକଚ ସେଦିନ ମାଆ ମଙ୍ଗଳା ଆଉ ଶ୍ରୀ ଗଣେଶ ଙ୍କ ଭିତରେ ଗୋଟେ ଇମ୍ପୋର୍ଟାଣ୍ଟ ଡିସକସନ୍ ଚାଲିଥାଏ ।
ଗଣେଶ- ଯାହା ହଉ ମୋ ଭକ୍ତ ମାନଙ୍କ ଭଳି ଭକ୍ତ କୋଉଠି ନାହାନ୍ତି, ବର୍ଷ କୁ ଥରେ ଯାଏ ସିଆଡେ, କିନ୍ତୁ ବହୁତ୍ ମଜା ହୁଏ, କି ଅଭ୍ୟର୍ଥନା ଓଃ ବିଉଟିଫଲ୍ ।
ମାଆ ମଙ୍ଗଳା ଟିକେ ହସି ଦେଇ
ମାଆ ମଙ୍ଗଳା- ତୋର କି ଭକ୍ତ, ଭକ୍ତ ଦେଖିବୁ ମୋର, ମୁଁ ଆସିବା ପୂର୍ବ ରୁ ସବୁ ରେଡ୍ଡୀ କରି ରଖିଥିବେ, ଯେତିକି ଫୁଲ ଆଣିଥିବେ ନା ତୁ ତୋ ଜୀବନ ରେ ଦେଖି ନଥିବୁ ।
ଗଣେଶ - ତମେ ଫୁଲ କଥା କହୁଛ, ମୋ ଭକ୍ତ ସବୁ ଯେତିକି ଦିନ ରଖିବେ, ଖୁଆଇ ଖୁଆଇ ନାକେଦମ୍ କରିଦେବେ, ତମେ ନ ଦେଖିଲେ ବିଶ୍ୱାସ କରିବନି ।
ମାଆ ମଙ୍ଗଳା- ଆରେ ମୋ ଭକ୍ତ ବି ଭଲ ଭୋଗ ଆଣନ୍ତି, ଖୁଦ ମୋର ଫେବ୍ରାଇଟ ବୋଲି, ସିଆଡେ ମୋତେ ଖୁଦୁରୁକୁଣୀ ବୋଲି ଡାକନ୍ତି । ତୋର ତ ଥରେ ଭୋଗ ମୁଁ ବା ପାଞ୍ଚ ଦିନ ଯାଏ ଖାଏ ।
ଗଣେଶ- ମୋ ଭକ୍ତ ସବୁ କେତେ କଷ୍ଟ କରନ୍ତି ଜାଣିଚ, ଏ ଟୁ ଯେଡ୍ ସବୁ ଅର୍ରେଞ୍ଜମେଣ୍ଟ କରିବେ । କାରଣ ଇଟ୍ସ୍ ବପ୍ପା'ସ୍ ଡେ ।
ମାଆ ମଙ୍ଗଳା- ମୋ ଭକ୍ତ କଣ୍ କମ୍ ପରିଶ୍ରମ କରନ୍ତି କି, ଦେ ରାତି ଚାରି ରୁ ଉଠ, ଫୁଲ ତୋଳ, କହନା ସେ କଥା, ଆହୁରି ଡେକୋରେଶନ ବି ଅଛି ।
ଗଣେଶ- କିନ୍ତୁ ଗୋଟେ କଥା, ଯେତିକି ଦିନ ରୁହେ ଏଠି, କିନ୍ତୁ ମଜା ବହୁତ୍, ସ୍ବର୍ଗ ରେ ସେ ସଂସ୍କୃତ ଶୁଣି ବୋର୍ ହେଇ ଯାଏ, କିନ୍ତୁ ଏଠି ବହୁତ୍ ମିଠା ଆଉ କୌତୁକିଆ ଗୀତ ଗୁଡା ଅଛି, ଯେମିତି, ରସବତି ବିଳାସ, ନିଆଳି ଛେନା, ତୋ ଗାଲ ର କଳାଜାଇ ଏମିତି କେତେ ଗୁଡ଼ାଏ ଅଛି । ଇଏ ତ ଗଲା ଓଡ଼ିଆ ଗୀତ କଥା, ହିନ୍ଦୀ ରେ ବି ବଢିଆ ଗୀତ ବଯଉଛନ୍ତି । ଖାସ୍ କରି ସେ ଡେଙ୍ଗା ଟୋକା ଟା, ଯାହାର ବଡ଼ ବଡ଼ ଚୁଟି, କଣ୍ ଯେ ତା ନା ଟା, ହଁ ଯୁବିନ ନୌଟିଆଲ । ଆହ୍ ନଙ୍ଘା ଗାଉଚି ଟୋକା ଟା, ମେନେ ଆସମାନ୍ ପେ ଲିଖ ଦିଆ ଟା ତ ମୋର ଫେବଟାଇଟ୍ ସଙ୍ଗ୍ ଏବେ ।
ମାଆ ମଙ୍ଗଳା- ତୋର ର ତ ଏ ଗୀତ ଗୁଡା, କିନ୍ତୁ ମୋର ସବୁ ଟ୍ରେଣ୍ଡିଂ ସଙ୍ଗ୍ । ଚୁମକି ଲଗା ପଣତ କାନି, ବସ୍ପନ୍ କା ପ୍ୟାର୍, ଆଉ ସବୁଠୁ ବଢିଆ ଲାଗୁଥିଲା କୋଉ ଗୀତ ଟା କହିଲୁ, ମାନିକେ ନୁମ୍ବେ ନାକେ ମନହାରି ସୁକୁମାରୀ ଗୀତ । ଓଃ କି ଲେରିକ୍ସ ତାର ବାବା ରେ ।
ଗଣେଶ- ଇଏ ତ ଗୋଟେ କଥା, କିନ୍ତୁ ଭସାଣି ରେ ଯୋଉ ନାଗିନ ଡ଼ାନସ୍ ମୋ ଭକ୍ତ ନାଚୁଚନ୍ତି, ତମ ଭକ୍ତ କଣ୍ ପାରିବେ!!
ମାଆ ମଙ୍ଗଳା- ଆଉ ମୋ ଭକ୍ତ ଯୋଉ ଲଲିପପ୍ ଲାଗୁଚ, ମାରେଲ କଚାକଚ ଗୀତ ରେ ନଚୁଛନ୍ତି, ତୋ ଭକ୍ତ କଣ୍ ପାରିବେ ।
କିନ୍ତୁ ଯାହା କହ ଭାରି ମଜା ହୁଏ, ପୁଣି ଗୋଟେ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ।
ଗଣେଶ- ହଁ ବା ସେ ସବୁ ଖାଲି ମନେ ପଡ଼ୁଚି ବା, ମନ ଟା ଭଲ ଲାଗୁନି ।
ଠିକ୍ ସେତିକି ବେଳେ ମହାଦେବ ଗଣେଶ ଙ୍କୁ ଡକେଇ ପଠେଇଲେ, ସେଥିପାଇଁ ଏ ଆଲୋଚନା ସେଇଠି ବନ୍ଦ ହେଲା ।
