Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
ଯିଏ ଉପରେ...

ଯିଏ ଉପରେ ହସୁଛି, ଭିତରେ କାନ୍ଦୁଛି । ଆଖିରେ ଲୁହ, ଓଠରେ ହସ। ତାହାର ଅନ୍ତର ବ୍ୟଥା ଆଉ ମନ କଥାକୁ କେବଳ ଈଶ୍ୱର ଅନୁଭବ କରନ୍ତି । ଆଉ ଏ ଦୁନିଆଲୋକ ଖାଲି ଦେଖଣାହାରୀ ହୁଅନ୍ତି ଅବା ଲୁଣ ଲଙ୍କା ପକାଇ ମଜା ନିଅନ୍ତି । ଥଟ୍ଟା, ବିଦ୍ରୁପ କରି ପଛରୁ ଛୁରୀ ମାରନ୍ତି ।ଆହୁରି କଷ୍ଟ ଦେଇ ଫାଇଦା ଉଠାନ୍ତି । ଆଉ ଆପଣ ଏଇ ଦୁନିଆ ଲୋକଙ୍କୁ ମୁଣ୍ଡରେ ନ ବସାଇ ବରଂ ଈଶ୍ୱରଙ୍କୁ ପ୍ରାର୍ଥନା କରି ଈଶ୍ବରଙ୍କ ଆଶୀର୍ବାଦ ନିଅନ୍ତୁ ଆଉ ନିଜକୁ କଷ୍ଟରୁ ମୁକ୍ତି ଦିଅନ୍ତୁ। © ଧରିତ୍ରୀ ମଲ୍ଲିକ୍

By Dharitri Mallick
 10


More oriya quote from Dharitri Mallick
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments