STORYMIRROR
ମିଠା...
ମିଠା ମିଠା କଥା...
ମିଠା ମିଠା...
“
ମିଠା ମିଠା କଥା କହି ବିଶ୍ୱାସ ଜନ୍ମାଇ ହାଥ ଛାଡ଼ି ଦେଉଥିବା ବେଇମାନି ଲୋକ ଅପେକ୍ଷା ସ୍ପଷ୍ଟ ଆଉ ସତ କଥା କହୁଥିବା ଲୋକ କୋଟି ଗୁଣରେ ଭଲ । ଧୋକା ଦେଉଥିବା ଛଦ୍ମବେଶୀ ମିତ୍ରକୁ କେବେ ହେଲେ ଦ୍ୱିତୀୟ ଥର ବିଶ୍ୱାସ କରନି । ଏମାନେ ବିଷଧର ସର୍ପ ଠାରୁ ବି ଆହୁରି ମାରାତ୍ମକ ଓ ଭୟଙ୍କର ।
© ଧରିତ୍ରୀ ମଲ୍ଲିକ୍
”
44
More oriya quote from Dharitri Mallick
Download StoryMirror App