STORYMIRROR
ତୁମ...
ତୁମ ସହିତ କିଏ ରହୁ...
ତୁମ ସହିତ...
“
ତୁମ ସହିତ କିଏ ରହୁ କି ନ ରହୁ, କିଏ ଭୁଲ୍ ବୁଝୁ ଅବା ନ ବୁଝୁ, କିଏ ଭଲ ପାଉ କି ନ ପାଉ, କିଏ ମଙ୍ଗଳ କରୁ କି ଅନିଷ୍ଟ କରୁ , ଜୀବନରେ କେବେହେଲେ ନିଜକୁ ଏକୁଟିଆ ଆଉ ଅସହାୟ ମନେ କରିବେ ନାହିଁ। ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ଈଶ୍ୱର ତୁମ ସହିତ ଅଛନ୍ତି ଆଉ ତୁମର ମଙ୍ଗଳ ହିଁ କରିବେ ଆଉ ରକ୍ଷା ବି କରିବେ । ଏହି ବିଶ୍ୱାସକୁ କେବେ ହେଲେ ଦୁର୍ବଳ ହେବାକୁ ଦେବେନି ।
© ଧରିତ୍ରୀ ମଲ୍ଲିକ୍
”
27
More oriya quote from Dharitri Mallick
Download StoryMirror App