STORYMIRROR
ଆମେ...
ଆମେ ବହୁବାର ଗୀତା...
ଆମେ ବହୁବାର...
“
ଆମେ ବହୁବାର ଗୀତା ବାଣୀ ଶୁଣିଛନ୍ତି ଯେ "କର୍ମ କରିଚାଲ, ଫଳକୁ ଆଶା ରଖନି " । ହେଲେ ଏଠାରେ କେଉଁ କର୍ମ କଥା ଭଗବାନ୍ ଶ୍ରୀକୃଷ୍ଣ କହିଛନ୍ତି ? କେବଳ ଉଚିତ୍ କର୍ମ, ସୁକର୍ମ, ସତ୍ କର୍ମ, କର୍ତ୍ତବ୍ୟ କର୍ମ, ବିବେକପୂର୍ଣ୍ଣ କର୍ମ, ମଙ୍ଗଳକାରକ ଓ ପରୋପକାରୀ କର୍ମ। ସୁକର୍ମ ଓ କୁକର୍ମ ଭିତରେ ବହୁତ୍ ପ୍ରଭେଦ ଅଛି। ବିବେକପୂର୍ଣ, ନ୍ୟାୟସଙ୍ଗତ, ସତ୍ କର୍ମ କରିଚାଲ ।
© ଧରିତ୍ରୀ ମଲ୍ଲିକ୍
”
32
More oriya quote from Dharitri Mallick
Download StoryMirror App