STORYMIRROR

ସଫଳତାର...

ସଫଳତାର ଆକାଶେ ଯେବେ ଉଡ଼ିବାକୁ କରୁଛ ମନ, ତେବେ ଉଡ଼ିବା ପୂର୍ବରୁ ଆଗ ପରଖି ନିଅ ନିଜ ଡେଣାରେ ଅଛି କେତେ ବଳ ? ମଜବୁତ୍ କର, ଶକ୍ତ କର, ପରୀକ୍ଷା କରି ନିଅ ନିଜ ଡେଣାରେ ଉଡ଼ି ବୁଲିବ ସଫଳତାର ଆକାଶେ କେତେ ଦୂର ? © ଧରିତ୍ରୀ ମଲ୍ଲିକ୍

By Dharitri Mallick
 22


More oriya quote from Dharitri Mallick
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments