STORYMIRROR
ଯିଏ...
ଯିଏ ଉପରେ ହସୁଛି,...
ଯିଏ ଉପରେ...
“
ଯିଏ ଉପରେ ହସୁଛି, ଭିତରେ କାନ୍ଦୁଛି । ଆଖିରେ ଲୁହ, ଓଠରେ ହସ। ତାହାର ଅନ୍ତର ବ୍ୟଥା ଆଉ ମନ କଥାକୁ କେବଳ ଈଶ୍ୱର ଅନୁଭବ କରନ୍ତି । ଆଉ ଏ ଦୁନିଆଲୋକ ଖାଲି ଦେଖଣାହାରୀ ହୁଅନ୍ତି ଅବା ଲୁଣ ଲଙ୍କା ପକାଇ ମଜା ନିଅନ୍ତି । ଥଟ୍ଟା, ବିଦ୍ରୁପ କରି ପଛରୁ ଛୁରୀ ମାରନ୍ତି ।ଆହୁରି କଷ୍ଟ ଦେଇ ଫାଇଦା ଉଠାନ୍ତି । ଆଉ ଆପଣ ଏଇ ଦୁନିଆ ଲୋକଙ୍କୁ ମୁଣ୍ଡରେ ନ ବସାଇ ବରଂ ଈଶ୍ୱରଙ୍କୁ ପ୍ରାର୍ଥନା କରି ଈଶ୍ବରଙ୍କ ଆଶୀର୍ବାଦ ନିଅନ୍ତୁ ଆଉ ନିଜକୁ କଷ୍ଟରୁ ମୁକ୍ତି ଦିଅନ୍ତୁ।
© ଧରିତ୍ରୀ ମଲ୍ଲିକ୍
”
34
More oriya quote from Dharitri Mallick
Download StoryMirror App