STORYMIRROR
ସାହିତ୍ୟ...
ସାହିତ୍ୟ କାନନେ...
ସାହିତ୍ୟ...
“
ସାହିତ୍ୟ କାନନେ ଭାଷାର ବୈଶିଷ୍ଟ୍ୟ
ଭାବନା ର ପ୍ରତିରୂପ
ଦିବ୍ୟ ପ୍ରତିଭାର ଶ୍ରେଷ୍ଠ ଅଭିବ୍ୟକ୍ତି
କଳାର କୋଣାର୍କ ସ୍ତୁପ।।
ଉତ୍କଳର ବ୍ୟାସ ଶ୍ରୀ ସାରଳା ଦାସ
ସାରସ୍ବତର ସାଧକ
ଓଡ଼ିଆ ଭାଷାର ସମୃଦ୍ଧି ନିମନ୍ତେ
ଆଲୋକର ସ୍ତମ୍ଭଏକ।।
**ସମିତା**
”
17
More oriya quote from Samita Swain
Download StoryMirror App