STORYMIRROR

ଆଲୋକ ପର୍ବ...

“ ଆଲୋକ ପର୍ବ ଦୀପାବଳି ଆଜି ଦୀପଟିଏ ଦିଅ ଜାଳି ଏସାରା ସଂସାରେ ଶାନ୍ତିର ଆଲୋକ ସଦା ଜଳୁ ଶିଖା ତୋଳି।। ଗର୍ବ ଅଂହମିକା ନରହୁ ମନରେ ଜଳିଯାଉ ପାପସବୁ ଜ୍ଞାନର ଆଲୋକ ଉଦ୍ଭାସିତ ହେଉ ଏଇ ତମୋମୟୀ ଭବୁ।। 💥👨‍👩‍👧‍👧ସମିତା💥 ”

By Samita Swain
 31


More oriya quote from Samita Swain
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments