STORYMIRROR

ଆଧ୍ଯାତ୍ମିକ...

“ ଆଧ୍ଯାତ୍ମିକ ଅନୁଚିନ୍ତନେ ଅମୃତ ଲଭିବା ଜୀବନେ। କର୍ତ୍ତବ୍ୟ ଆମର କରିବା ଭାଇଚାରା ଭାବ ରଖିବା। ମମତା ମୈତ୍ରୀର ବନ୍ଧନ ସୂଚାଏ ସଂପର୍କ ଦର୍ଶନ । ତ୍ଯାଗ ଓ ଆଦର୍ଶ ବଳରେ ସ୍ଥାନ ସବୁବେଳେ ଉଚ୍ଚରେ। ମାନବ ଜୀବନ ଦୁର୍ଲ୍ଲଭ ସୃଷ୍ଟିର ଅପୂର୍ବ ବିଭବ। ❤️ସମିତା❤️ ”

By Samita Swain
 28


More oriya quote from Samita Swain
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments