STORYMIRROR
ମନ...
ମନ ବାଲିଘର ଶୂନ୍ଯ...
ମନ ବାଲିଘର...
“
ମନ ବାଲିଘର ଶୂନ୍ଯ ଏ ସଂସାର
ବନ୍ଧୁର ଚଲାପଥ
ବଦଳି ଯାଉଛି ସଂପର୍କ ର ଭାଷା
ଫଗୁଣ ତ କଣ୍ଟକିତ
ଉଦ୍ ବେଳିତ ପ୍ରାଣ ଉପହାସ କରେ
ସମୟର ଅଲକ୍ଷ୍ଯରେ
ଆଖି ଭିଜିଯାଏ ଅତୀତକୁ ଖୋଜି
ନିରବ ନିଶବ୍ଦ ସ୍ବରେ।।
ସମିତା...
”
10
More oriya quote from Samita Swain
Download StoryMirror App