STORYMIRROR
ମାଆ,ମାତୃଭାଷା...
ମାଆ,ମାତୃଭାଷା...
ମାଆ,ମାତୃଭାଷା...
“
ମାଆ,ମାତୃଭାଷା ଆପଣା ପଣରେ
ଆତ୍ମୀୟତା ଭାବଭରେ
ଆମରି ଭାବନା ଚିନ୍ତାଚେତନାକୁ
ଭାଷାରେ ପ୍ରକାଶ କରେ।।
ଓଡିଶା ରାଜ୍ୟରେ ଓଡିଆ ଭାଷାର
ସ୍ବତନ୍ତ୍ର ତା ପରିଚୟ
ଆମର ପ୍ରଗତି ଆମ ଭାଷା ପ୍ରୀତି
ଜୟ ଜଗନ୍ନାଥ ଜୟ।।
ସମିତା
🙏❤🙏
”
31
More oriya quote from Samita Swain
Download StoryMirror App