STORYMIRROR
ଜହ୍ନ ଛପିଥିଲା...
ଜହ୍ନ ଛପିଥିଲା...
ଜହ୍ନ...
“
ଜହ୍ନ ଛପିଥିଲା
ବାଦଲ ଉହାଡେ
ଆକାଶେ ଅଂଧାର
ରଚିଲା ମାୟା l
ଏ ଶୁଭ ଲଗନେ
ତତେ ମୁ୍ଁ ପାଇଲି
ବହଳ ଅଂଧାରେ
ହୋଇଛୁ ଠିଆ l
@ ପ୍ରଶାନ୍ତ କୁମାର ବେହେରା
”
103
More oriya quote from ପ୍ରଶାନ୍ତ କୁମାର ବେହେରା
Similar oriya quote from Romance
Download StoryMirror App