STORYMIRROR

ଆଗୋ...

ଆଗୋ କବିତା ମୋ ପ୍ରେମିକା ମୁଁ କି ଜାଣିଥିଲି ମୋର ସେଇ ନିର୍ମୋହ ଚୁମ୍ୱନ ତୁମ ଦୃଷ୍ଟିରେ ଧୃଷ୍ଟତାରେ ଗଣାହେବ ଜାଣିଥିଲେ ଅବା ମୁଦି ରଖିଥାନ୍ତି ମୋ'ର ଆତ୍ମା ସିନ୍ଦୁକରେ ମୋ'ର ଏ କୋମଳ ଭାବ @ ପ୍ରଶାନ୍ତ କୁମାର ବେହେରା

By ପ୍ରଶାନ୍ତ କୁମାର ବେହେରା
 92


More oriya quote from ପ୍ରଶାନ୍ତ କୁମାର ବେହେରା
8 Likes   0 Comments
8 Likes   0 Comments
9 Likes   0 Comments
8 Likes   0 Comments
8 Likes   0 Comments

Similar oriya quote from Romance