STORYMIRROR
ଏଇ ଯୌବନର...
ଏଇ ଯୌବନର...
ଏଇ ଯୌବନର...
“
ଏଇ ଯୌବନର ନିଶାରେ
ଇନ୍ଦ୍ରିୟର ପ୍ରତିଟି ଇଚ୍ଛାକୁ
ଚରିତାର୍ଥ କରିବାକୁ ଯାଇ
ଆଖିରୁ ନିଦ ହଜିଛି
ଭୋକ,ଶୋଷ ଭୁଲିଛି
ଅବଶୋଷରେ ମନ ଭରିଛି
ବିଶ୍ୱାସ ବି ମରିଛି ....
@ ପ୍ରଶାନ୍ତ କୁମାର ବେହେରା
”
82
More oriya quote from ପ୍ରଶାନ୍ତ କୁମାର ବେହେରା
Similar oriya quote from Romance
Download StoryMirror App