STORYMIRROR

ହଳଦୀ ରଙ୍ଗରେ...

ହଳଦୀ ରଙ୍ଗରେ ତନୁକୁ ପଖାଳି ଅଙ୍ଗେ ରଙ୍ଗରାଗ ଲେପି ଭବ୍ଯ ସମ୍ଭାରର ମଧୁର ଲଗ୍ନକୁ ଏକାନ୍ତେ ଚାଲିଛି ମାପି।। ଏଇମୋ ଜୀବନ ଲିପି ଚିକ୍ ମିକ୍ ସୁନା ଦେହେ ହଳଦୀ ବସନ୍ତ ଉଡି ଆସି ବସି ଚୁପି ଚୁପି କାନେ କୁହେ।। ସମୃଦ୍ଧି ପଥରେ ସୁଖର ସୂରୁଜ ଶୁଭ ହଳଦୀଆ ରଙ୍ଗ ମାଙ୍ଗଳିକ କର୍ମ ପୂଜା ପାର୍ବଣରେ ଲୋଡା ହୁଏ ସଦା ଆଗ।।

By Samita Swain
 20


More oriya quote from Samita Swain
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments