STORYMIRROR
ଚିର...
ଚିର ଇପ୍ଷିତ
ଚିର...
ଚିର ଇପ୍ଷିତ...
“
ଚିର ଇପ୍ଷିତ
ଚିର ଆକାଂକ୍ଷିତ
ତମେ ତ ମୋ
ସ୍ୱପ୍ନର ରାଜଜେମା
ରୋମାଞ୍ଚିତ ମନ
ନିବିଡ ସମ୍ପର୍କ
ତମେ ପୁଣି ମୋର
କଳ୍ପନାର ଅପ୍ସରା....
@ ପ୍ରଶାନ୍ତ କୁମାର ବେହେରା
”
115
More oriya quote from ପ୍ରଶାନ୍ତ କୁମାର ବେହେରା
Similar oriya quote from Romance
Download StoryMirror App