STORYMIRROR

ବ୍ଯଥିତ ପରାଣ...

ବ୍ଯଥିତ ପରାଣ ଭଗ୍ନ କୋଣାର୍କ ର ମଉଳା ମହକ ବାସ ନିଃଶବ୍ଦରେ ତୋଳେ ଭାବର ପ୍ରବାଳ ସାତ ସୁରେ ରଙ୍ଗରାସ।। ଦରଦୀ ମନର ଦରଦ ବେଦନା ଅନ୍ତର ଇଲାକା ଦେଇ ଭାବ ଶତଦଳ ଭାବନାର ପଦ ଭିଜାଏ ସେ' ବେଳା ଭୂଇଁ।। ❤ସମିତା ❤

By Samita Swain
 13


More oriya quote from Samita Swain
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments