STORYMIRROR
ବୃଷଭାନୁ...
ବୃଷଭାନୁ ସୁତା,...
ବୃଷଭାନୁ...
“
ବୃଷଭାନୁ ସୁତା, ଅଯୋନି ସମ୍ଭୁତା
ରାସେଶ୍ବରୀ ଶ୍ରୀ ରାଧା
ଭୂବନ ମୋହିନୀ, ଶୁଭ୍ରାଙ୍ଗୀ ଶ୍ରୀମୟୀ
ଭକ୍ତି ପ୍ରୀତି,ପ୍ରେମ ସୁଧା।।
ଅପ୍ରାକୃତ ପ୍ରେମ ଅସୀମ ଶକ୍ତିର
ପରିପୂର୍ଣ୍ଣା,ବିମୋହିତା
ଶାଶ୍ଵତ ସତ୍ତାରେ ସଦା ମଧୁସିକ୍ତା
ପ୍ରଲୁବ୍ଧମୟୀ ଅମୃତା।
🌼ସମିତା🌼
”
16
More oriya quote from Samita Swain
Download StoryMirror App