STORYMIRROR

ଆଗୋ ମଉସୁମୀ...

ଆଗୋ ମଉସୁମୀ ଆସ ଝୁମି ଝୁମି ମେଘ ସବାରୀରେ ବସି ଟାଙ୍ଗରା ଭୂଇଁରେ ଝର ଝର ଝରି ଶରଧାରେ ଯାଅ ବର୍ଷି।। ସବୁଜିମା ଭରେ ଧରଣୀ ହରଷେ ଶୀତଳ ପରଶ ପାଇ ଇନ୍ଦ୍ରଧନୁ ଦିଶେ ନୀଳ ନଭ ଦେଶେ ପୂର୍ଣ୍ଣଗର୍ଭା ହୁଏ ନଈ।। 🌲ସମିତା🌲

By Samita Swain
 17


More oriya quote from Samita Swain
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments