ମର୍ଯ୍ୟାଦା ପୁରୁଷ ପ୍ରଭୂ ରଘୁବୀର ଏ ଘୋର ବିପଦେ ଜଗତ ଉଦ୍ଧାର ମର୍ଯ୍ୟାଦା ପୁରୁଷ ପ୍ରଭୂ ରଘୁବୀର ଏ ଘୋର ବିପଦେ ଜଗତ ଉଦ୍ଧାର
ଜୟ ଶ୍ରୀରାମ ଜୟ ଶ୍ରୀରାମ
ଭକତ ତୋ ପାଇଁ ରତନ ହାର, ଭକତ ଯେ ହୃଦ ଚନ୍ଦନ ତୋର, ଭକତ ତୋ ପାଇଁ ରତନ ହାର, ଭକତ ଯେ ହୃଦ ଚନ୍ଦନ ତୋର,