the story and scenenery of village "mamu ghara gaan" the story and scenenery of village "mamu ghara gaan"
ଧାଡିଧାଡି ବଢ଼ାପତର ,ସେଠି ନିଜ ଜାଗାଟିଏ ଖୋଜୁଖୋଜୁ ଲେଉଟି ଯାଏ କଅଁଳ ଖରା ର ଛାଇ ଧାଡିଧାଡି ବଢ଼ାପତର ,ସେଠି ନିଜ ଜାଗାଟିଏ ଖୋଜୁଖୋଜୁ ଲେଉଟି ଯାଏ କଅଁଳ ଖରା ର ଛାଇ
କିଏ ସେ ଶୁୁୁଣୁଛି ଅଜାର କଥାକୁ ଦେଲି ତା କଛାକୁ ଟାଣି, ହଇରେ ବାଳୁୁୁଙ୍ଗା କହି ଦେଇଗଲା ହସିହସି ପିିିଏ ପାଣି... କିଏ ସେ ଶୁୁୁଣୁଛି ଅଜାର କଥାକୁ ଦେଲି ତା କଛାକୁ ଟାଣି, ହଇରେ ବାଳୁୁୁଙ୍ଗା କହି ଦେଇଗଲା ...
ହାତରେ ମୋ ଶିକା ବାହୁଙ୍ଗି ଦେଇ, ବଣକୁ ପଠାଉ ଗାଈ ଚରେଇ । ସାନଟେ ମୁଁ ଯାଏ ଡରି; ହାତରେ ମୋ ଶିକା ବାହୁଙ୍ଗି ଦେଇ, ବଣକୁ ପଠାଉ ଗାଈ ଚରେଇ । ସାନଟେ ମୁଁ ଯାଏ ଡରି;