STORYMIRROR

ମାଟି ନାଟ ପ୍ରେମ ମୋତି ଚାଷ ପାଇଁ ମାଟି ଅଭାବ ନଈ ପୋତି ସହର ବସେ ବରଷା ଯାଏ ହଜି ମେଘ ଯାଏ ବାଟ ଭୁଲି ଲଣ୍ଡା ପାହାଡରୁ ପଥର ଖସେ ପୋତି ହୋଇଯାଏ ନଈ

Oriya ପୋତି Poems