ହସ ଆଜି ବିଷ ବୋଲି ଇସାରା ଦେଉଛୁ ପାଖ ଯାହା ଦୂର ବାଟ ଦେଖାଇ ହେଉଛୁ ହସ ଆଜି ବିଷ ବୋଲି ଇସାରା ଦେଉଛୁ ପାଖ ଯାହା ଦୂର ବାଟ ଦେଖାଇ ହେଉଛୁ
ଆଜି ଯଦି ନାଇଁ କାଲିକି ଗରବ, ହୋଇବ ତୋର ଖଣ୍ଡନ ଆଗ ପଛ ହୋଇ ଜଣ ଜଣ ଯିବା, ସଭିଏଁ ଏକଥା ଜାଣ ଆଜି ଯଦି ନାଇଁ କାଲିକି ଗରବ, ହୋଇବ ତୋର ଖଣ୍ଡନ ଆଗ ପଛ ହୋଇ ଜଣ ଜଣ ଯିବା, ସଭିଏଁ ଏକଥା ଜାଣ
କିଏ ଧନପାଇଁ କିଏ ପ୍ରେମପାଇଁ କିଏ ପୁଣି ଯଶପାଇଁ, ଅଯଥା ସମୟ କିଏ କେତେ ସାରେ ହିସାବ ତାହାର ନାହିଁ | କିଏ ଧନପାଇଁ କିଏ ପ୍ରେମପାଇଁ କିଏ ପୁଣି ଯଶପାଇଁ, ଅଯଥା ସମୟ କିଏ କେତେ ସାରେ ହିସାବ ତାହାର ...